ଭୁବନେଶ୍ୱର (ଶାସକ ପ୍ରଶାସକ) : ପୁଣି ତିନି କରୋନା ପଜିଟିଭ ରାଜ୍ୟରେ | ଜଣେ ଜଗତସିଂପୁରରୁ ଚିହ୍ନଟ ହୋଇଥିବା ବେଳେ ଦୁଇଜଣ ବାଲେଶ୍ୱରରୁ | ଜଗତସିଂପୁରରୁ ଚିହ୍ନଟ ହୋଇଥିବା ପଶ୍ଚିମବଙ୍ଗ ଫେରନ୍ତା ରୋଗୀଙ୍କ ବୟସ ୭୦ ବର୍ଷ ହୋଇଥିବା ବେଳେ ଓ ସୁରଟ ଫେରନ୍ତା ବାଲେଶ୍ୱରର ଦୁଇ ରୋଗୀଙ୍କ ବୟସ ୨୬ ବର୍ଷ ଓ ୨୯ ବର୍ଷ | ଏହା ଦ୍ୱାରା ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୨୦୯ରେ ପହଂଚିଛି |
Sign in
Sign in
Recover your password.
A password will be e-mailed to you.