ରମଜାନଙ୍କ ପରିବାରଙ୍କୁ ଭେଟିଲେ ଉପଜିଲ୍ଲାପାଳ, ଯଥାସମ୍ଭବ ନିୟମାନୁମୋଦିତ ସହାୟତାର ଦେଲେ ପ୍ରତିଶ୍ରୁତି
ବରଗଡ :- ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୁଆନ ପାଇକମାଲ ଅଂଚଳରେ କୋବିଡ଼ 19 ସମ୍ମନ୍ଧୀୟ ଅନୁଧ୍ୟାନ କରିବା ସମୟରେ ମାଣ୍ଡୋସିଲ ଗାଁରେ ବାସ କରୁଥିବା ଶେଖ ରମଜାନ କୁରେସି ଙ୍କର ପରିବାର କୁ ଭେଟିଥିଲେ ଓ ସେମାନଙ୍କର ଭଲ ମନ୍ଦ ବୁଝିଥିଲେ । ଉପଜିଲ୍ଲାପାଳ ତଥା ଗ୍ରାମର ଗିରିଷ…