ସୁନ୍ଦରଗଡ : ସାନପତ୍ରାପାଲି ୟୁପି ସ୍କୁଲ ଠାରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

0

ସୁନ୍ଦରଗଡ/ ହୋରାଚାନ୍ଦ ଦେଉରିଆ :  ସୁନ୍ଦରଗଡ଼ ସଦର ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ପୂର୍ବତନ ବିଧାୟକ ଶ୍ରୀ ଯୋଗେଶ କୁମାର ସିଂ ଙ୍କ ନିର୍ଦେଶ କ୍ରମେ   ବିଶ୍ୱ ରେଡ଼କ୍ରସ ଦିବସ ଉପଲକ୍ଷେ ଟାଙ୍ଗରପାଲି ବ୍ଲକର ସାନପତ୍ରାପାଲି ୟୁପି ସ୍କୁଲ ଠାରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l ଆଜିର ଏହି ଜୀବନ ବିନ୍ଦୁ କାର୍ଯ୍ୟକ୍ରମ  କୁ ଯୋଗେଶ କୁମାର ସିଂ ଉଦଘାଟନ କରିଥିଲେ l ଆଜିର ଏହି ଜ଼ିବନ ବିନ୍ଦୁ କାର୍ଯ୍ୟକ୍ରମ  ଯୁବନେତା ଦୁର୍ଗେଶ କୁମାର ପଟେଲ ଙ୍କ ତତ୍ୱାବଧାନ ରେ ଆୟୋଜିତ ହୋଇଥିଲା ଏହାକୁ  ଟାଙ୍ଗରପାଲି ବ୍ଲକ ସଭାପତି ସନ୍ତୋଷ କୁମାର ଆଚାର୍ଯ୍ୟ ପରିଚାଳନା କରିଥିଲେ l ଆଜିର ଏହି ଜ଼ିବନ ବିନ୍ଦୁ କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ଟାଙ୍ଗରପାଲି ବ୍ଲକ ଅଧକ୍ଷ୍ ଶ୍ରୀ ଜଟିଆ ମୁଣ୍ଡା ଓ ଉପଧକ୍ଷା ଶ୍ରୀମତୀ  ସବୀତ ପଧାନ, ସଦର ବ୍ଲକ ଉପାଧକ୍ଷ ଅଶ୍ଵିନୀ କୁମାର ନାଏକ  ଯୋଗଦେଇଥିଲେ ଓ ଅନ୍ୟତମ ଅତିଥି ଭାବେ, ରତନପୁର ସମିତି ସଭ୍ୟ ସୀତାକାନ୍ତ ପଟେଲ, ବିଜୁ ଯୁବ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ସୁମନ୍ତ କୁମାର ପଣ୍ଡା, ବିଜୁ ଜନତା ଦଳ ଆଇନଜୀବି ସାମ୍ମୁଖ୍ୟ ଜ଼ିଲ୍ଲା ଆବାହକ ଅଶୋକ କୁମାର ସ୍ୱାଇଁ, ଯୁବନେତା ଅନିଲ ମହାପାତ୍ର,ଯୁବନେତା ନିତ୍ୟାନନ୍ଦ ପଟେଲ,  ଆଶିଷ ତ୍ରିପାଠୀ, ସାହବାଜ ହୁସେନ ଯୋଗଦେଇଥିଲେ l ଦୁର୍ଗେଶ ପଟେଲ ଙ୍କୁ  ସହଯୋଗ କରିଥିଲେ ଅଶୋକ ପଧାନ,ଗୋବିନ୍ଦ ପଣ୍ଡା, ମନୋଜ ପାଣ୍ଡେ, ପପୁ ନାଏକ, ଟେକଚାନ୍ଦ ନାଏକ, ତୋଫାନ ରାଉଡିଆ, କୁଳମଣି ମାଝି, ବାବୁଲାଲ ଓରାମ, ସନ୍ତୋଷ ବାରଲା, ଜଗଦୀଶ ବାରଲା, କାର୍ତିକ ଓରାମ, ବାଲେଶ୍ୱର ବାରଲା, ବାଲେଶ୍ୱର ଓରାମ l   ଆଜିର ଏହି ରକ୍ତ ଦାନ ଶିବିର ରେ ମୋଟ  ୩୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା l ରକ୍ତ ଦାନ କରିଥିବା ରକ୍ତଦାତା ମାନଙ୍କ ମଧ୍ୟରେ ଅଛନ୍ତି  ସଦର ବ୍ଲକ ସଭାପତି ସନ୍ତୋଷ କୁମାର ଆଚାର୍ଯ୍ୟ, ଏକାନ୍ତ ପଧାନ, ଜଗଦୀଶ ଓରାମ, କାର୍ତିକ ଓରାମ, ଦୀନବନ୍ଧୁ ନାଏକ, ଆଦର୍ଶ ପଧାନ, ଜିତେନ୍ଦ୍ର କୁମାର ପଧାନ, ସୁରେନ୍ଦ୍ର ନାଏକ, ତରଣୀ ସା ସମେତ ଅନ୍ୟମାନେ l

 

Leave A Reply

Your email address will not be published.