ଭୁବନେଶ୍ୱର( ଶାସକ ପ୍ରଶାସକ) ଆଉ ୨୫ ଆକ୍ରାନ୍ତ ଚିହ୍ନଟ.। ଚତୁର୍ଥ ଅପଡେଟରେ ଗଞ୍ଜାମରୁ ୨୪ ଜଣ ସୁରାଟ ଫେରନ୍ତା କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଲେ ତୃତୀୟ ଅପଡେଟରେ ଭଦ୍ରକରୁ ଜଣେ ସୁରାଟ ଫେରନ୍ତା ଚିହ୍ନଟ ହୋଇଥିଲେ | ଭଦ୍ରକର ସୁରାଟ ଫେରନ୍ତାଙ୍କ ବୟସ ବୟସ ୩୩ ବର୍ଷ | ତେବେ ଗଂଜାମ ଜିଲା ଏବେ ସାଜିଛି କରୋନାର ହଟ ବେଡ଼ | ସବୁ ଜିଲ୍ଲାକୁ ଟପି ଏବେ ଗଂଜାମ ପହଂଚିଛି ଏକ ନମ୍ବରରେ ।
Sign in
Sign in
Recover your password.
A password will be e-mailed to you.