ମେଣ୍ଟିବ ହଂସ ପରିବାରର ଦୁର୍ଦ୍ଦଶା : “ଶାସକ ପ୍ରଶାସକ” ଖବର ଉପରେ ତତ୍ପରତା ଦେଖାଇଲେ ସିଏମଓ ଏବଂ…

ସିନପାଲିରୁ ନିରାକାର ମେହେର : ଦୟନୀୟ ସ୍ଥିତିରେ ଜୀବନ ବିତାଉଥିବା ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କେନ୍ଦୁମୁଣ୍ଡା ଗାଁ ର ହଂସ ପରିବାରର ଦୁର୍ଦ୍ଦଶା କିନ୍ତୁ ଦୂର ହେବାକୁ ଯାଇଛି ସିଏମଓ ଏବଂ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ପରେ  | ହଂସ ପରିବାରର ଦୟନୀୟ ସ୍ଥିତି…

ପ୍ରଭାଗସ୍ତରୀୟ ପାଣି ପଂଚାୟତ ପକ୍ଷ: ପାଣିର ସୁବିନିଯୋଗରେ ଚାଷୀ ଉପକୃତ ହେବେ

ନୂଆପଡ଼ା(ଅମିତ ପୁରୋହିତ):; ପାଣିର ସୁବଣ୍ଟନ ପାଇଁ ପାଣି ପଂଚାୟତ ଗଠନ ହୋଇଛି । ଚାଷୀ କେମିତି ସୁରୁଖରୁରେ ପାଣି ପାଇବେ ତାହା ପାଣି ପଂଚାୟତର ଦାୟିତ୍ୱ । ପାଣିର ସୁବିନିଯୋଗରେ ଚାଷୀ ଉପକୃତ ହେବେ । ସ୍ଥାନୀୟ ପାଣି ପଂଚାୟତ ଅଫିସ ଠାରେ  ଡୁମେରବାହାଲ, ସାଇପଲା, ଝାରବନ୍ଧ ପାଣି ପଂଚାୟତକୁ ନେଇ…

୩୧ତମ ସଡକ ସୁରକ୍ଷା ସପ୍ତାହ ଉଦଯାପିତ : ଅନ୍ୟମାନଙ୍କ ସହ ରକ୍ତଦାନ କଲେ ଏସପି 

ନୂଆପଡ଼ା(ଅମିତ ପୁରୋହିତ): ସ୍ଥାନୀୟ ଆଚଂଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ୩୧ତମ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ଗତ ୧୧ ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଛାତ୍ରଛାତ୍ରୀ ଙ୍କ ଏକ ସଚେତନତା ଶୋଭା ଯାତ୍ରାକୁ ଜିଲ୍ଲାପାଳ ମଧୁସ୍ମିତା ସାହୁ ଓ ଜିଲ୍ଲାଆରକ୍ଷୀ ଅଧିକ୍ଷକ ବିନୀତ…

ରାଜ ବୋଡାସମ୍ବର କୃଷକ ସଙ୍ଗଠନ ପକ୍ଷରୁ ଦାବି ପତ୍ର ପ୍ରଦାନ 

ପଦ୍ମପୁର,(ଶାସକ ପ୍ରଶାସକ): ପଦ୍ମପୁର ଉପ ଜିଲ୍ଲାପାଳଙ୍କର ମାଧ୍ୟମରେ ରାଜ ବୋଡାସମ୍ବର କୃଷକ ସଙ୍ଗଠନ ପକ୍ଷରୁ ବିଭିନ୍ନ ସମସ୍ୟା  ନେଇ ବରଗଡ ଜିଲ୍ଲାପାଳ ଙ୍କ ଠାରେ ଦାବି ପତ୍ର ପ୍ରଦାନ କରାଯାଇଛି। ୨୦୧୮ ଖରଫ ଫସଲରେ ପଦ୍ମପୁର ଅଞ୍ଚଳରେ ଉୟଙ୍କର ମରୁଡି ଦେଖା ଦେଇଥିଲା । ବୀମା କମ୍ପାନୀ ଏବଂ…

ଚାଷୀଙ୍କ ଯୋଗାଣ  ଅଫିସ ଘେରାଉ, ଚାଷୀ ଓ ସିଏସ୍ଓ ମଧ୍ୟରେ ଧସ୍ତାଧସ୍ତି

ନୂଆପଡ଼ା(ଅମିତ ପୁରୋହିତ): ନୂଆପଡ଼ା  ଜିଲ୍ଲାରେ ଧାନକିଣାରେ ଅବ୍ୟବସ୍ଥା ଲାଗି ରହିଛି । ଟୋକନ୍ ପାଇଥିବା ଚାଷୀଙ୍କ ଧାନ ମଣ୍ଡିରୁ ଉଠୁନାହିଁ । ଏ ସମ୍ପର୍କରେ ଚାଷୀମାନେ ବାରମ୍ବାର ଜିଲ୍ଲା ପ୍ରଶାସନ ଠାରେ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ମିଳୁ ନଥିବାରୁ ଶେଷରେ ଚାଷୀମାନେ ଜିଲ୍ଲା ଯୋଗାଣ ଅଫିସ୍…

ମଉଜ ଡାକି ଆଣିଲା ମରଣ : ଅକାଳରେ ଝଡ଼ିଗଲା ଦୁଇଟି ଜୀବନ 

ଜଳ ପ୍ରପାତରେ ବୁଡ଼ି ୨ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ସମ୍ବଲପୁର/ଯୁଯୁମୁରା,( ରେଢାଖୋଲ ଉପଖଣ୍ତ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ) : ମଉଜ ଡାକି ଆଣିଲା ମୃତ୍ୟୁ । ଜଳ ପ୍ରପାତରେ ବୁଡ଼ିଗଲେ ୨ ଇଞ୍ଜିନିୟରିଂ ଛାତ୍ର ।  ଆଜି ପିକନିକ୍ ପାଇଁ ଯାଇଥିବା ବେଳେ ସମ୍ବଲପୁର ଜିଲ୍ଲା …

ଆସନ୍ତୁ କିଛି ସମୟ ପାଇଁ ଚାଲିଯିବା ପ୍ରକୃତି କୋଳକୁ , ହଜିଯିବା  କାକାଲବାକିର ନୈସର୍ଗିକତା ଭିତରେ 

ସରକାରୀ ଦୃଷ୍ଟି ପଡିଲେ ଆହୁରି ଏହାର ରୂପ ହୋଇଯାଆନ୍ତା ଅଧିକ କମନୀୟ  ଘୁ.ଉଦୟଗିରି/ ଗଗନ କୁମାର ପ୍ରଧାନ : ବ୍ୟସ୍ତ ବହୁଳ ଜୀବନ ଭିତରୁ ଆଉ  କଂକ୍ରିଟ ଜଙ୍ଗଲର ଭିଡଠୁ ଦୁରକୁ ଚାଲିଯିବା ପ୍ରକୃତି କୋଳକୁ ...ତାର ସ୍ନିଗ୍ଧତା ଭିତରକୁ | ଅପେକ୍ଷା କରିଛି ସେ, କୋଳେଇ ନେବ...ସାଉଁଟି ନେବ |…

ବୋଡାସମ୍ବର କପ କ୍ରିକେଟ: ଶିକ୍ଷକ ଏକାଦଶ ବିଜୟୀ

ୟୁନିୟନ ସ୍ପୋଟିଙ୍ଗ କଟକ-ୟୁଥ କ୍ରିକେଟ କ୍କବ ରାଉରକେଲା ମଧ୍ୟରେ କାଲି  ଅଂତିମ ଲଢେଇ  ପଦ୍ମପୁର(ଶାସକ ପ୍ରଶାସକ) : ବୋଡାସମ୍ବର ସ୍ପୋର୍ଟିଙ୍ଗ ଆନୁକୂଲ୍ୟରେ ପଦ୍ମପୁର ରାଜ ବୋଡ଼ାସମ୍ବର ହାଇସ୍କୁଲ ପଡିଆରେ ଚାଲିଥିବା ୨୬ତମ ସର୍ବ ଭାରତୀୟ ବୋଡାସମ୍ବର କପ୍ କ୍ରିକେଟ୍  ପ୍ରତିଯୋଗିତା ଶନିବାର…

ପଞ୍ଚାୟତ ସମିତି ମହାବିଦ୍ୟାଳୟର ବାର୍ଷିକ ଉତ୍ସବ 

ଗାଇସିଲେଟ/କେଦାର ନାଥ ସାହୁ:ବରଗଡ଼ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକର ସ୍ଥାନୀୟ ପଞ୍ଚାୟତ ସମିତି ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଗାଇସିଲେଟ ମିନି ଷ୍ଟାଡିୟମଠାରେ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବରେ ମାଁ ସରସ୍ବତୀଙ୍କ ଫଟୋ ଚିତ୍ରରେ ପୂଜାର୍ଚନା ପୂର୍ବକ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଶାନ୍ତ…

ରାସ୍ତା ପାର୍ଶ୍ୱ ଚାରାଗଛ ଉପୁଡ଼ାକୁ କେନ୍ଦ୍ର କରି ବନ କର୍ମଚାରୀଙ୍କୁ ଆକ୍ରମଣ

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ ବନାଂଚଳ ବାହାଡ଼ାଝୋଲା ବନପାଳଙ୍କ ଅଧିନସ୍ଥ ଆମ୍ବପଡ଼ା ବିଟ୍ ହାଉସର କାର୍ଯ୍ୟରତ ଭାରପ୍ରାପ୍ତ ବନପାଳଙ୍କୁ ରାସ୍ତାପାଶ୍ୱର୍ସ୍ଥ ଚାରାଗଛ ଉପୁଡ଼ାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ଓଡ଼ଗାଁ ଥାନାରେ ଅଭିଯୋଗ ହୋଇଛି । ବାହାଡ଼ାଝୋଲା ମହିପୁର ପିଡବ୍ଲୁଡି…