ଅମିତାଭ କ୍ରିକେଟ : ସମ୍ବଲପୁର ଚମ୍ପିୟାନ ।
ଖେଳପଡିଆର ଉନ୍ନତି ପାଇଁ ପରିବହନ ମନ୍ତ୍ରୀ ଦେଲେ ପ୍ରତିଶୃତି ।
ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କମିରା ଖେଳପଡିଆରେ ଚାଲିଥିବା ୪ର୍ଥ ଅମିତାଭ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଫାଇନାଲ…