ମୁଖ୍ୟ ରାସ୍ତାରେ ଖୁଲମଖୁଲା ଟ୍ରାଫିକ ନିୟମକୁ ଧୂଳିସାତ୍ କରି ଗତି କରୁଛି କେନ୍ଦୁପତ୍ର ବୋଝେଇ ଗାଡ଼ି।
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ସହରର ମୁଖ୍ୟ ରାସ୍ତାରେ ଖୁଲମଖୁଲା ଟ୍ରାଫିକ ନିୟମକୁ ଧୂଳିସାତ୍ କରି ଗତି କରୁଛି କେନ୍ଦୁପତ୍ର ବୋଝେଇ ଗାଡ଼ି।ଏହି ଦୃଶ୍ୟ ଦେଖିଲେ ସ୍ପଷ୍ଟ ଜଣାପଡ଼ୁଛି ଯେ, ଗାଡ଼ିର କ୍ଷମତାଠାରୁ ଦୁଇ ଗୁଣା ଅଧିକ ଉଚ୍ଚତାରେ କେନ୍ଦୁପତ୍ର ବସ୍ତା ଏଥିରେ…