ଜେଲ ଗଲେ କନେଷ୍ଟବଳ
ବାରିପଦା (Dillip Mohanty) : ବଡ଼ସାହି ହିଙ୍ଗୁଳା ମେଳାରେ ନିଶାସକ୍ତ ଅବସ୍ଥାରେ ଡିଉଟିରେ ରହି ଭକ୍ତଙ୍କୁ ଗାଳିଗୁଲଜ କରିବା ଅଭିଯୋଗରେ ବାରିପଦା ରିଜର୍ଭରେ କାର୍ଯ୍ୟରତ ତଥା ମୟୂରଭଞ୍ଜ ଜିଲ୍ଲା ରରୁଆ ଥାନା ଅନ୍ତର୍ଗତ ଦେଉଳି ଗ୍ରାମର ଗଗନ ବିହାରୀ ନାଏକଙ୍କୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ…