ସାରସ୍ୱତ ସାଧକ ଶ୍ୟାମସୁନ୍ଦର ରାଜଗୁରୁଙ୍କ ୧୫୪ତମ ରାଜ୍ୟ ସ୍ତରୀୟ ଜୟନ୍ତୀ 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଉତ୍କଳ ହିତୈଷିଣୀ ସମାଜର ସହଯୋଗରେ ସାରସ୍ୱତ ସାଧକ ଶ୍ୟାମ ସୁନ୍ଦର ରାଜଗୁରୁଙ୍କ ୧୫୪ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ଉତ୍କଳ ହିତୈଷିଣୀ ସଭାଗୃହ ଠାରେ ଏକ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି।    ଏକାଡେମୀର ସାଧାରଣ…

ଶିଶୁ ମନ୍ଦିର ରେ ମାତୃ ପିତୃ ପୂଜନ ଦିବସ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :   ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରେ ମାତୃ ପିତୃ ପୁଜନ ଦିବସ ପାଳିତ ହୋଇଯାଇଛି। ଏହି ଅବସର ରେ ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନେ ନିଜ ନିଜ ପିତା ମାତା ମାନଙ୍କୁ ଏକ ଆବେଗ ମୟ ପରିବେଶରେ ପୂଜନ କରିଥିଲେ। ମହନ୍ତ ରାମାନନ୍ଦ ଦାଶ ଅତିଥି…

ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ବୀର ଶହୀଦ ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଉଦ୍ଦେଶ୍ୟରେ ତ୍ରିରଙ୍ଗା ଶୋଭାଯାତ୍ରା

http://www.youtube.com/watch?v=o3Zf3VipG-Y ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା   ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲା ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ  ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ୪୪ ଜଣ ବୀର ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ…

ମଦ୍ୟପ ଡ୍ରାଇଭରର ଉନ୍ମତ କାଣ୍ଡ : ତାପରେ କି ଛେଚା…..!(ଦେଖନ୍ତୁ ଭିଡିଓ)

http://www.youtube.com/watch?v=9JeghgdRjdQ ସିରିଜ ଦୁର୍ଘଟଣା ଘଟାଇଲା, ବାରିପଦାରେ ଚାଞ୍ଚଲ୍ୟ ଖେଳାଇଲା ବାରିପଦା,(ଦିଲ୍ଲୀପ ମହାନ୍ତି ): -  ଫେବୃଆରୀ ୧୫ ରାତି ପ୍ରାୟ ୧୦ଟା ସମୟରେ ବାରିପଦା ସହରରେ ଏକ ଭୟର ପରିବେଶ ଖେଳାଇ ଦେଇଥିଲା ମଦ୍ୟପ ଡ୍ରାଇଭର। ଏକ ଜେ ଏଚ-୦୫ ବିସି ୩୩୬୮…

କଳା ଏବଂ ସୃଜନଶୀଳତାର ଏନ୍ତୁଡ଼ିଶାଳ ହେଉଛି ମୟୂରଭଞ୍ଜ: ମହାରାଣୀ ରଶ୍ମୀରାଜ୍ୟଲକ୍ଷ୍ମୀ

କ୍ରିଏଟିଭ୍ ସ୍କୁଲ ଅଫ ଆର୍ଟ ଏଣ୍ଡ କ୍ରାଫ୍ଟସର ଚିତ୍ର ପ୍ରଦର୍ଶନୀ ଉଦଯାପିତ  ବାରିପଦା(ଦିଲ୍ଲୀପ ମହାନ୍ତି)- କଳା ଏବଂ ସୃଜନଶୀଳତାର ଏନ୍ତୁଡ଼ିଶାଳ ହେଉଛି ମୟୂରଭଞ୍ଜ । ଏଠାକାର ପ୍ରତିଟି ବ୍ୟକ୍ତି କଳାର ପୂଜାରୀ ତଥା ପ୍ରଶଂସକ । ଘରେ ଘରେ ଏଠି କଳାକାର ଜନ୍ମ ନିଅନ୍ତି । ଏଠାକାର ପାଣି, ପବନ,…

ପୁଣି ଅଚାନକ : “ଉତ୍କଳମଣି ଗୋପବନ୍ଧୁ ସ୍ମୃତି”ରେ ଅରୁଣ 

ଭୁବନେଶ୍ୱର(ଶାସକ ପ୍ରଶାସକ): ଶନିବାର ଅପରାହ୍ନରେ ଅଚାନକ ସାକ୍ଷୀଗୋପାଳସ୍ଥିତ ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ଗସ୍ତ କରିଥିଲେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ | ଏହି ଗସ୍ତ ସମୟରେ ମନ୍ତ୍ରୀ ଡ. ସାହୁ…

ଗୋରୁ ଗାଈଙ୍କ ପରେ ଏବେ ବୃଦ୍ଧି ପାଇଲାଣି ଷଣ୍ଢ ଚାଲାଣ : ୨ ଅଟକ

ବାରିପଦା(ଦିଲ୍ଲୀପ ମହାନ୍ତି)- ଷଣ୍ଢ ଚାଲାଣ କରୁଥିବା ବେଳେ ଦୁଇ ଅଟକ । ଏପରି  ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନରେ। ଗତକାଲି ରାତିରେ ପୋଲିସ କଦଳିଆ ରଘୁନାଥପୁର ରାସ୍ତାରେ ପେଟ୍ରୋଲିଂ କରୁଥିବା ସମୟରେ ଓଡ଼ି ୦୧ ଏଡି ୪୬୭୫   ନମ୍ବର ବିଶିଷ୍ଟ ଏକ ପିକଆପ ଭେନରେ…

ଚାଷୀଙ୍କ ଦାବି ରହିଲା, ଆମରଣ ଅନଶନରୁ ଉଠିଲେ ଚାଷୀ : ଟୋକନ ମିଳିବା ସହ ଧାନ କିଣାହେବ

ବରଗଡ :- ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଡଭା ଠାରେ ଚାଲିଥିବା ଚାଷୀ ଆନ୍ଦୋଳନ ଓ ଧାରଣା ଆଜି ରାତି 8 ଘଣ୍ଟା ସମୟରେ ପ୍ରଶାସନିକ ପ୍ରତିଶ୍ରୁତି ପରେ ପ୍ରତ୍ୟାହାର ହେଇଯାଇଛି । ଧାରଣା ଓ ଅନଶନ କୁ ଚାଷୀମାନେ ବନ୍ଦ କରିବା ସହିତ ଆସନ୍ତା କାଲି ସକାଳୁ ଧାରଣା ସ୍ଥଳରୁ ସମସ୍ତ ଧାନ ବସ୍ତା ଉଠେଇ ନେବା…

ଚାଷୀ ଧାନ ଉପୁଜେଇବ, ବିକିବାକୁ ରାସ୍ତାରେ ବସିବ : ତେବେ ଏ ପ୍ରଶାସନ ଅଛି କାହିଁକି !!!

ବରଗଡ଼/ ଶାସକ ପ୍ରଶାସକ : ବରଗଡ଼ ଜିଲ୍ଲା ଡ଼ଭା ଝାରବନ୍ଦ ରାସ୍ତା ର ଡ଼ଭା ବଜାର ଠାରେ 5000 ବସ୍ତା ଧାନ ରଖି ଡ଼ଭା ସୋସାଇଟି ର ଚାଷୀ 4 ଦିନ ହେଲା କରିଛନ୍ତି ରାସ୍ତାରୋକ ଓ ଆମରଣ ଅନଶନ । 191 ଜଣ ଚାଷିଙ୍କର ବହୁ ଚେଷ୍ଟା ପରେ ମଧ୍ୟ ହୋଇନି ଟୋକାନ  ତେଣୁ ଧାନ ବିକ୍ରୀ କରି ନ ପାରି ବହୁତ…

ବାଇକ-ହାଇୱା ମୁଁହା ମୁହିଁ ଧକ୍କା,: ବାଇକ ଚାଳକ ମୃତ, ଡ୍ରାଇଭର ହାଇୱା ଛାଡ଼ି ଫେରାର

ବାରିପଦା(ଦିଲ୍ଲୀପ ମହାନ୍ତି)- ବାରିପଦା ସହର ମଧ୍ୟ ଦେଇ ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥ ମରଣ ଯନ୍ତା ପାଲଟି ଯାଇଛି । ବିଭିନ୍ନ ସମୟରେ ସଡ଼କ ଦୁର୍ଘଟଣା ଘଟି ଧନଜୀବନ ହାନୀର କାରଣ ପାାଲଟି ଥିବା ବେଳେ ଫେବୃଆରୀ ୧୫ ସକାଳ ପ୍ରାୟ ୭.୨୫  ପାଖାପାଖି ଦାରୋଗାଡ଼ାହି ଗୋଲେଇ ନିକଟ ୧୮ ନମ୍ବର…