ଦଶମ ଶ୍ରେଣୀ ଆଦିବାସୀ ଛାତ୍ରୀ ଗର୍ଭବତୀ ହୋଇଥିବା ଅଭିଯୋଗ : ହାଇସ୍କୁଲ ସମ୍ମୁଖରେ ଗୌଡ଼ ସମାଜର ଧାରଣା
ସିନାପାଲି/ ନିରାକାର ମେହେର-ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନୁସୂଚିତ ଜାତି ଓ ଜନ ଜାତି ଉନ୍ନୟନ ବିଭାଗ ତରଫରୁ ପରିଚାଳିତ ଏକ ହଷ୍ଟେଲ ର ଜଣେ ଦଶମ ଶ୍ରେଣୀ ଆଦିବାସୀ ଛାତ୍ରୀ ଗର୍ଭବତୀ ହୋଇଥିବା ଅଭିଯୋଗ ହୋଇଥିଲା ! ଘଟଣାକୁ ସିନାପାଲି ବ୍ଲକ ଗୌଡ଼ ସମାଜ ତରଫ ରୁ ସାନ୍ଧ୍ୟା ମାଝୀ ସରଜାମିନ…