ଉତ୍ତର ଓଡିଶା ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅହେତୁକ ପରୀକ୍ଷାଦେୟ ବୃଦ୍ଧିକୁ ନେଇ ଅସନ୍ତୋଷ
ପ୍ରତିବାଦରେ ସାମିଲ ହେଲେ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ
ବାରିପଦା(ଦିଲ୍ଲୀପ ମହାନ୍ତି )- ଉଉର ଓଡିଶା ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷଙ୍କର ମନୋମୁଖି ପରୀକ୍ଷାଦେୟ ବୃଦ୍ଧିକୁ ବିରୋଧ କରି ଆଜି ମୟୂରଭଞ୍ଜ ଜିଲ୍ଲାର କୋଣ ଅନୁକୋଣରୁ ସମସ୍ତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଶ୍ୱ…