କସ୍ତୁରବା ଗାନ୍ଧୀ ମାତୃନିକେତନରେ ସବୁ ଅଭିଯୋଗର ତଦନ୍ତ କଲେ ଜିଲ୍ଲାସ୍ତରୀୟ ଅଧିକାରୀ
ବରଗଡ :- ଦିନଥିଲା ସମଗ୍ର ପଶ୍ଚିମ ଓଡିଶାରେ କସ୍ତୁରବା ଗାନ୍ଧୀ ମାତୃନିକେତନ ନିଜର ନିଃସ୍ୱାର୍ଥପର ସେବା ପାଇଁ ବେଶ ସୁନାମ ଅର୍ଜନ କରିଥିଲା । ମହାନ ସ୍ୱାଧୀନତା ସଂଗ୍ରାମୀ ପାର୍ବତୀ ଗିରି ( ବଡମାଁ ) ଙ୍କର ଦ୍ୱାରା ସ୍ଥାପନ କରାଯାଥିବା ଏହି ଅନୁଷ୍ଠାନ ଗତ କିଛି ବର୍ଷ ହେଲା କ୍ରମାଗତ ଭାବରେ…