ଓଡ଼ଗାଁ ବ୍ଳକ ଅଞ୍ଚଳରେ କାୟା ବଢାଇ ଚାଲିଛି କରୋନା
ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର) : ନୟାଗଡ଼ ଜିଲ୍ଲାରେ କରୋନା କାୟାବିସ୍ତାର କରିଚାଲିଥିବା ବେଳେ ଓଡ଼ଗାଁ ବ୍ଳକ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨ରେ ପହଁଚିଛି । ଆକ୍ରାନ୍ତଙ୍କ ସଂଖ୍ୟା ଯେତିକି ବଢୁଛି ଲୋକମାନେ କଟକଣାକୁ ସେତିକି ହାଲକା ଭାବେ ନେଉଥିବା ଦେଖିବାକୁ ମିଳୁଛି ।…