ପାନ ଖାଇଲେ ଗଣିବ ୫୦୦ ତଣ୍ଡ 

  ସ୍ୱଚ୍ଛତା ଉପରେ ଗୁରୁତ୍ୱ:  ଶ୍ରୀମନ୍ଦିର ଭିତରକୁ ପାନ ଖାଇ ଗଲେ ଜରିମାନା ପୁରୀ(ଶାସକ ପ୍ରଶାସକ) ) ସେ ଯିଏ ହୁଅନ୍ତୁ ନା କାହିଁକି ଆଉ ନିସ୍ତାର ନାହିଁ | ସେ ଭକ୍ତ ହୁଅନ୍ତୁ କି ସେବାୟତ | ଯିଏ ପାନ ଖାଇ ମନ୍ଦିର ଭିତରେ ପଶିବ ସିଏ ତଣ୍ଡ ଗଣିବ |  ଶ୍ରୀମନ୍ଦିର ପରିସରକୁ ସ୍ୱଚ୍ଛ ତଥା…

ଓଡ଼ିଶାରେ ଦୁଇ ସନ୍ଦିଗ୍ଧ କାରଣ ସଂକ୍ରମିତ : ସ୍ୱାସ୍ଥ୍ୟବିଭାଗ ଦେଖାଇଲା ତତ୍ପରତା, ଜାରି କଲା ସ୍ୱାସ୍ଥ୍ୟ ସୂଚନା

ଭୁବନେଶ୍ୱର (ଶାସକ ପ୍ରଶାସକ) ଓଡ଼ିଶାରେ  ଦୁଇ ସନ୍ଦିଗ୍ଧ କରୋନା ପଜିଟିଭ ଦେଖା ଦେଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି | ସରକାରଙ୍କ ପକ୍ଷରୁ ଅଧିକାରିକ ଭାବେ ସୂଚନା ଦିଆଯାଇନଥିବା ବେଳେ ଜଣେ ସନ୍ଦିଗ୍ଧ ରୋଗୀ ଭିମସାର ବୁର୍ଲାରେ ଓ ଆଉ ଜଣେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ବୋଲି…

କରୋନାକୁ ନେଇ ଆଶଙ୍କା ବଢୁଛି, କେନ୍ଦ୍ର ସରକାର ଦେଖାଇଲେ ତତ୍ପରତା

୧୫ ନୂଆ ଇଟାଲୀୟ ପର୍ଯ୍ୟଟକଙ୍କ କ୍ଷେତ୍ରରେ କରୋନା ପଜିଟିଭ ଆଶଙ୍କା  ପ୍ରଧାନ ମନ୍ତ୍ରୀ କଲେ ଟୁଇଟ, କୌଣସି ହୋଲି ମିଳନରେ ହେବେନି ସାମିଲ  ସ୍ୱାସ୍ଥ୍ୟମନ୍ତ୍ରୀ ଆଜି ନେବେ ଗୁରୁତ୍ୱପୂର୍ଣ ସମୀକ୍ଷା ବୈଠକ    ନୂଆଦିଲ୍ଲୀ/ ଭୁବନେଶ୍ୱର (ଶାସକ ପ୍ରଶାସକ) ଭୟ ବଢୁଛି, ହେଲେ ଏ ଖବର ଆତଙ୍କିତ ହେବ…

ଆଶା, ମୋ ସରକାର ସତର୍କ ଥିବେ : ଭିତରେ ଭିତରେ ପଦକ୍ଷେପ ନେଉଥିବେ 

ଭୁବନେଶ୍ୱର (ଶାସକ ପ୍ରଶାସକ ) କରୋନା ଭୁତାଣୁ ସମ୍ପର୍କରେ ମୋ ସରକାର ନିଶ୍ଚୟ  ସତର୍କ ଥିବେ | କାରଣ  ଭାରତରେ ଦିଜଣ ଚିହ୍ନଟ ହେଲେଣି | ପ୍ରଧାନମନ୍ତ୍ରୀ ଜରୁରୀ ବୈଠକ ନେଲେଣି | ନିଜେ ପ୍ରଧାନମନ୍ତ୍ରୀ ସତର୍କତାମୂଳକ ପଦକ୍ଷେପ ନେବା ପାଇଁ ବିଭିନ୍ନ ବିଭାଗକୁ କହିଲେଣି | ଲୋକଙ୍କ ପାଇଁ କିଛି…

ବଡ଼ପଣ୍ଡା ବସ ଦୁର୍ଘଟଣାରେ 2 ଆହତ:କେବଳ 108 କୁ ଫୋନ କରି ନିଜର କର୍ତ୍ତବ୍ୟ ସାରିଦେଲେ ସମ୍ବେଦନହୀନ ବସ ମାଲିକ

ବରଗଡ :- ଆଜି ସକାଳ ପ୍ରାୟ 5 ଟା50 ମିନିଟ ରେ ପାଇକମାଲ ରୁ ସମ୍ବଲପୁର ଯାଉଥିବା ବଡ଼ପଣ୍ଡା ବସ ପାଇକମାଲ ରୁ ମାତ୍ର ତିନି କିଲୋମିଟର ଦୂରରେ ସାଲେପଲି ନିକଟରେ ଏକ ପିକଅପ କୁ ସାଇଡ଼ରୁ  ଘଷି ହେଇଯାଇଥିଲା । ଯାହାଫଳରେ ବସ ରେ ଥିବା ଦୁଇ ଜଣ ଶ୍ରମିକ ଶ୍ରେଣୀର ଯାତ୍ରୀ ଆହତ ହେଇଥିଲେ । ଏହି…

ଆମ ଗୁଡିଆର ବାହାଘର : ରାସ୍ତାକଡରେ ଅଲୋଡା ଥିଲା, ଆଜି ସାଜିଲା କାହା ଘରର ରାଣୀ 

 ବାରିପଦା(ଦିଲ୍ଲୀପ ମହାନ୍ତି )- ବାହାଘରରେ ଆସି ନ ଥିଲା ବରଯାତ୍ରୀ , ପୁଣି ବାଜି ନ ଥିଲା ରୋଷଣୀ । ବାରିପଦା ପୌରପରିଷଦସ୍ଥିତ ରାଧାମୋହନ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି ଏକ  ନିଆରା ବାହାଘର ଓ ଏହି ନିରାଡ଼ମ୍ବର ବାହାଘର ଯାହା ସମାଜ ପାଇଁ ପାଲଟି ଗଲା ଉଦାହରଣ । ଉକ୍ତ ବାହାଘରକୁ ଆୟୋଜନ…

“ଆଦର୍ଶ ଥାନା ଅଭିଯୋଗକାରୀଙ୍କୁ ଥାନାକୁ ଗଲେ ଆଦର୍ଶ ବ୍ୟବହାର କରୁ ନାହିଁ”

 ନାମ, ବ୍ୟାଙ୍କ ଏକାଉଣ୍ଟରେ ଚଞ୍ଚକତା କରି ଲକ୍ଷାଧିକ  ଟଙ୍କା ହଡପ କରିଛନ୍ତି ପଞ୍ଚାୟତସ୍ତରୀୟ ଜନ ପ୍ରତିନିଧି ନରସିଂହଙ୍କ ନିର୍ବାଚନ ମଣ୍ଡଳି ସମୀକ୍ଷା ବୈଠକ : ବନ୍ୟା କ୍ଷୟକ୍ଷତି, ଆଇନ ଶୃଙ୍ଖଳା, ବାଏପାସ ଆରମ୍ଭ ଉପରେ ଗୁରୁତ୍ୱ ବଲାଙ୍ଗିର(ନିରୋଜ ମିଶ୍ର))- ଅଗଷ୍ଟ ମାସ ପ୍ରବଳ ବନ୍ୟା ଛଅ…

” ଶାସକ ଦଳ ଚାପରେ କମିଶନ ଘୁଞ୍ଚାଉଛନ୍ତି ଉପନିର୍ବାଚନ ତାରିଖ “

 ଉପନିର୍ବାଚନ ତାରିଖ ଘୁଂଚିବା ପ୍ରସଙ୍ଗରେ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟିଲା ବିଜେପି ପ୍ରତିନିଧୀ ଦଳ  ଭୁବନେଶ୍ୱର,(ଶାସକ ପ୍ରଶାସକ): କଟକ ଏବଂ ବଲାଙ୍ଗୀର ହେବାକୁ ଥିବା ଦୁଇଟି ଜିଲ୍ଲା ରିଷଦର ଉପନିର୍ବାଚନର ତାରିଖ ରାଜ୍ୟ ନିର୍ବାଚନ ଆୟୋଗ ଶାସକ ଦଳ ଚାପରେ ପୁଣି ଥରେ ଘୁଂଚାଇଛନ୍ତି ।…

“2024 ସୁଦ୍ଧା 30% କମିବ କଳିଙ୍ଗ ନଗରର ବାୟୁ ପ୍ରଦୂଷଣ”

କଳିଙ୍ଗନଗର ଠାରେ ବାୟୁ ପ୍ରଦୂଷଣ ସମ୍ପର୍କିତ କର୍ମଶାଳା  ବାୟୁପ୍ରଦୂଷଣ  ରୋକା ଯାଇ ପାରିଲେ କଳିଙ୍ଗନଗର ଅଧିବାସୀଙ୍କ ହାରାହାରି 3ବର୍ଷ  ପରମାୟୁ ବୃଦ୍ଧି ପାଇ ପାରନ୍ତା କଳିଙ୍ଗନଗର (ଶାସକ ପ୍ରଶାସକ )- ବାୟୁ ପ୍ରଦୂଷଣ ଦ୍ୱାରା ସର୍ବାଧିକ ପ୍ରଭାବିତ ଭାରତର ୧୨୨ଟି  ସହର(ନନ-ଆଟେନମେଣ୍ଟ …