କଂଗ୍ରେସ ଭବନରେ ଆକ୍ରମଣ ଘଟଣାକୁ ବିଜେଡି ଭିଆଇଛି : ପ୍ରଦୀପ ମାଝୀ
ଏ ଆକ୍ରମଣ ବିଜେଡି ଭିଆଣ ନା ଦଳୀୟ ଅସନ୍ତୋଷର ବିସ୍ଫୋରଣ !!!
ଭୁବନେଶ୍ୱର (ଶାସକ ପ୍ରଶାସକ)ଗତକାଲି କଂଗ୍ରେସ ଭବନରେ ଘଟିଯାଇଛି ଏକ ଅପ୍ରୀତିକର ଘଟଣା | କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ ଓ ଅନ୍ୟଙ୍କ ଉପରେ ହୋଇଛି ଆକ୍ରମଣ | ଗତକାଲି ଏହାକୁ ନେଇ ଦଳର କିଛି ପ୍ରତିକ୍ରିୟା ନଥିବା ବେଳେ ଦଳ…