ରାସ୍ତା ନିର୍ମାଣରେ ତୃଟି : ଗାଁ ଭିତରେ ଆଣ୍ଠୁଏ ପାଣି
ସମ୍ବଲପୁର, (ରମାକାନ୍ତ ବିଶ୍ବାଳ ): ୨୦୧୯/୨୦ ଆର୍ଥିକ ବର୍ଷରେ ଅର୍ଥାତ୍ ଗତ ବର୍ଷ କୋଟି କୋଟି ଟଙ୍କା ବିନିମୟରେ ଗଣେଶ ନଗର-ଲାଉମାଲ ରାସ୍ତା ପି.ଏଚ୍.ଡି. ସମ୍ବଲପୁର-୨ ବିଭାଗ ଦ୍ୱାରା କରାଯାଇଛି ।ହେଲେ ବିଭାଗୀୟ ଅଧିକାରୀଙ୍କ ଦୂର ଦୃଷ୍ଟିର ଅଭାବ ଯୋଗୁଁ ଲାଉମାଳ ଛକ ଠାରୁ ଗଣେଷନଗର…