ଜଣାଶୁଣା ଯୁବ ନେତା ଡ଼ ସ୍ମୃତିରଞ୍ଜନଙ୍କୁ ଓଡିଶା ଯୁବ କଂଗ୍ରେସ ଦାୟିତ୍ୱ
ଭୁବନେଶ୍ୱର (ଶାସକ ପ୍ରଶାସକ) ଭାରତୀୟ କଂଗ୍ରେସର ଉଦ୍ଦିୟମାନ ଯୁବ ଚେହେରା ତଥା ଭାରତୀୟ ଯୁବ କଂଗ୍ରେସର ଜାତୀୟ ସମ୍ପାଦକ ଡ଼ ସ୍ମୃତିରଞ୍ଜନ ଲେଙ୍କାଙ୍କୁ ଓଡିଶା ପ୍ରଦେଶ ଯୁବ କଂଗ୍ରେସର ମୁଖିଆ ଦାୟିତ୍ୱରେ ଅବସ୍ଥାପିତ କରାଯାଇଛି | ତାଙ୍କୁ ପ୍ରଦେଶ ଯୁବ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ସଭାପତି…