ଜେଣ୍ଡର କମ୍ୟୁନିଟି ରିଶୋର୍ସ ପର୍ଶନ ମାନଙ୍କ କେନ୍ଦୁଝର ସଖି କେନ୍ଦ୍ର ପରିଦର୍ଶନ
କେନ୍ଦୁଝର: ଆଜି ତା: ୧୫. ୦୫. ୨୦୨୬ ରିଖ ଶୁକ୍ରବାର ଦିନ ଜିଲ୍ଲା ସଂଯୋଜକ ତଥା କାଉନସେଲର ୟୁଶରାୟ କଇସର ଙ୍କ ନେତୃତ୍ୱରେ ୧୮ ଜଣ ଜେଣ୍ଡର କମ୍ୟୁନିଟି ରିଶୋର୍ସ ପରସନ ଜିଲ୍ଲା ସଦର ମହକୁମା ଡାକ୍ତରଖାନା ପରିସରରେ ଅବସ୍ଥିତ ସ୍ବେଛାସେବୀ ଅନୁଷ୍ଠାନ ପ୍ରକଳ୍ପ ଦ୍ୱାରା ପରିଚାଳିତ ସଖି -ୱାନ…