ଶହୀଦଙ୍କ ସ୍ମୃତିରେ କ୍ୟାଣ୍ଡେଲ ଶୋଭାଯାତ୍ରା
ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ସୋମବାର ରାତିରେ ପୂର୍ବ ଲଦାଖରେ ଚିନ ସେନାଙ୍କ ସହ ଘଟିଥିବା ସଂଘର୍ଷରେ ଶହୀଦ୍ ହୋଇଥିବା ୨୦ଜଣ ଭାରତୀୟ ଜବାନଙ୍କ ସ୍ମୃତି ଉଦେଶ୍ୟରେ ହିନ୍ଦୁସେନା ଓଡ଼ଗାଁ ଶାଖା ତରଫରୁ ସୁଶାନ୍ତ ସାହୁଙ୍କ ନେତୃତ୍ୱରେ ଆଜି ସନ୍ଧ୍ୟାରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ …