କରୋନା ପାଇଁ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ
ବଲାଙ୍ଗିର(ନିରୋଜ ମିଶ୍ର): କରୋନାରୁ ଜନସାଧାରଣଙ୍କୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ନର୍ଦ୍ଦେଶାବଳି ଜାରି କରିଛନ୍ତି ସେହି କ୍ରମରେ ଆଜି ବଲାଙ୍ଗିର ଜିଲ୍ଲାପାଳ ସାରା ଜିଲ୍ଲାରେ ୧୪୪ ଧାରା ଜାରି କରିଥିବା ସୁଚନା ମିଳିଛି । ଏହି ନିର୍ଦ୍ଦେଶ କ୍ରମେ କୌଣସି…