ଆଳୁ ଓ ପିଆଜ କଳାବଜାରୀ ଅଭିଯୋଗ : ଯୋଗାଣ ବିଭାଗ ପକ୍ଷରୁ ଚଢ଼ାଉ
ବାରିପଦା(ଦିଲ୍ଲୀପ ମହାନ୍ତି )- କରୋନା କୁ ନେଇ ହୁ ହୁ ହୋଇ ପରିବା ସହ ଆଳୁ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ଦର ବଢ଼ିବାରେ ଲାଗିଛି। ରାଜ୍ୟ ସରକାର ସାରା ରାଜ୍ୟ ସମେସ୍ତ ମୟୁରଭଂଜ ଜିଲ୍ଲା କୁ ଲକ ଡାଉନ ଘୋଷଣା କରିବା ପରେ କିଛି ମୁନାଫା ଖୋର ବ୍ୟବସାୟୀ ମାନେ ତାଙ୍କର ଅସାଧୁ ବ୍ୟବସାୟୀ ଆରମ୍ଭ…