କୋଭିଡ଼-୧୯ ମୁକାବିଲା: କୃଷି ନିଗମ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୦ ଲକ୍ଷ
ମୟୂରଭଞ୍ଜ ଜିଲ୍ଲାକୁ ଦରମାରୁ ୫୦ ହଜାର ପ୍ରଦାନ କଲେ କୃଷି ନିଗମ ଅଧ୍ୟକ୍ଷ ଦେବାଶିଷ
ବାରିପଦା(ଦିଲ୍ଲୀପ ମହାନ୍ତି)- କରୋନା ମହାମାରୀର ମୁକାବିଲା ନିମନ୍ତେ ସମସ୍ତେ ଅଣ୍ଟା ଭିଡ଼ି ଆଗେଇ ଆସିଥିବା ବେଳେ ପଛରେ ପଡ଼ିଯାଇ ନାହାନ୍ତି ଓଡ଼ିଶା କୃଷି ନିଗମ ଅଧ୍ୟକ୍ଷ ଓ ମୟୂରଭଞ୍ଜ ଜିଲ୍ଲା…