ପାଉରୁଟି ଗାଡ଼ିରେ ଗୁଟଖା ଚାଲାଣ : ଚଢ଼ାଉ କରି ଧରିଲା ନୂଆପଡା ପୋଲିସ
ବିପୁଳ ପରିମାଣରେ ଗୁଟଖା ଓ ଖଇନି ଜବତ, ଭ୍ୟାନ ସହ ୨ ଗିରଫ
ନୂଆପଡ଼ା(ଅମିତ ପୁରୋହିତ) : କରୋନା ଭାଇରସ୍ ସଂକ୍ରମଣ ରୋକିବା ପାଇଁ ସରକାର ଲକ୍ ଡାଉନ ଘୋଷଣା କରିଛନ୍ତି । ଏଥିରେ ଗ୍ରୋସେରି, ପନିପରିବା, ମାଛ, ମାଂସ, ଅଣ୍ଡା ଭଳି ଅତ୍ୟାବଶ୍ୟକ ସମାଗ୍ରୀ ଦୋକାନ ସହ ମେଡିକାଲ ଷ୍ଟୋର ଖୋଲା ରହିଛି…