ଚାନ୍ଦିପୁଟ କଲେଜରେ ଛାତ୍ରଛାତ୍ରୀଙ୍କ ସଫଳତା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଚାନ୍ଦିପୁଟ ସ୍ନାତକ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନେ ଅପୂର୍ବ ସଫଳତା ହାସଲ କରିଛନ୍ତି। ନିକଟରେ ସ୍ନାତକ ପରୀକ୍ଷାର ଆଇଆରପିଏମ୍ ବିଭାଗରେ ପ୍ରଥମ ଦଶ ଜଣ ମଧ୍ଯରୁ ୫ ଜଣ ସ୍ଥାନ ପାଇଛନ୍ତି। ସେମାନଙ୍କ ମଧ୍ୟରୁ ତୃତୀୟ ସ୍ଥାନରେ…