ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିକୁ ୫୦୦୦୦ଟଙ୍କା ପ୍ରଦାନ କଲେ ବରିଷ୍ଠ ନାଗରିକ ଭରତଚନ୍ଦ୍ର ମେହେର ।
ପଦ୍ମପୁର/ଶାସକ ପ୍ରଶାସକ -କରୋନା ମୁକାବିଲା ପାଇଁ ବିଭିନ୍ନ ଅନୁଷ୍ଠାନ ,ରାଜନୈତିକ ବ୍ୟକ୍ତି ଓ ବ୍ୟକ୍ତି ବିଶେଷ ମାନେ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିକୁ ସହଯୋଗ କରୁଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ତାଙ୍କର ତିନି ମାସର ଦରମା ରାଜ୍ୟର ସ୍ବାର୍ଥପାଇଁ ମୁଖ୍ୟମନ୍ତ୍ରୀ…