ଶ୍ରୀରାମ ନବମୀ ଯାତ୍ରା ୮ମ ସନ୍ଧ୍ୟା :  ଲଙ୍କା ଆକ୍ରମଣ ପାଇଁ ଅଷ୍ଟାବଧାନଙ୍କ ସହ ବିଚାର ବିମର୍ଷ 

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ଓଡଗାଁ ଶ୍ରୀରାମ ନବମୀ ଯାତ୍ରାର ଅଷ୍ଟମ ସନ୍ଧ୍ୟାରେ ପ୍ରଭୁ ଶ୍ରୀ ରଘୁନାଥ  ଅଷ୍ଟାବଧାନ ବେଶ ଅନୁଷ୍ଠିତ  ହୋଇ ଯାଇଛି । ପ୍ରଭୁ ଶ୍ରୀରାମ ସୀତାଙ୍କ ଅନୁରୋଧ ରକ୍ଷାକରିବାକୁ ଯାଇ ମାୟାମୃଗ ପଛରେ ଚାଲିଯାଇଥିଲେ । ମାତ୍ର ଲଙ୍କପତି ରାବଣର ନିର୍ଦ୍ଦେଶରେ ମାୟା…

ହିତାଧିକାରୀଙ୍କୁ ଆର୍ଥିକ ସହାୟତା ଓ ଲେବର କାର୍ଡ ବଂଟନ ମନ୍ତ୍ରୀ ସୁଶାନ୍ତ

୨୦୮ଜଣ ନିର୍ମାଣ ଶ୍ରମିକଙ୍କୁ ସରକାରଙ୍କ ତରଫରୁ ୧୫ଶହ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ସୋହେଲା(ଶାସକପ୍ରଶାସକ)-ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ ଆଜି ବରଗଡ ଜିଲା ସୋହେଲା ବ୍ଲକର ଝର,ଗର୍ଭଣା ଓ ସୋହେଲାଠାରେ ନିର୍ମାଣ ଶ୍ରମିକ ନୂତନ ଲେବର କାର୍ଡ ଓ ପୁରାତନ ଶ୍ରମିକମାନଙ୍କୁ…

କରୋନା ପରେ ପୂର୍ବପରି ବିଶ୍ୱ ଉର୍ଜା ଚାହିଦାର କେନ୍ଦ୍ର ବିନ୍ଦୁ ହୋଇ ରହିବ ଭାରତ – ଧର୍ମେନ୍ଦ୍ର ପ୍ରଧାନ

ଜି-୨୦ ଉର୍ଜା ମନ୍ତ୍ରୀସ୍ତରୀୟ ସମ୍ମିଳନୀରେ ଭିସି ଜରିଆରେ ଭାରତର ପ୍ରତିନିଧିତ୍ୱ କଲେ କେନ୍ଦ୍ରମନ୍ତ୍ରୀ  ପ୍ରଧାନମନ୍ତ୍ରୀଙ୍କ ‘ବୈଶ୍ୱିକରଣ ସଜ୍ଞା କେବଳ ଆର୍ଥିକ ଆଧାରରେ ହେବା ଉଚିତ୍ ନୁହେଁ’ ଦୃଢ ମତକୁ ସମ୍ମିଳନୀରେ ଦୋହରାଇଲେ  ତୈଳ ଜାତ ଦ୍ରବ୍ୟର ଆବଶ୍ୟକତା ଭାରତରେ କମିଥିଲେ ମଧ୍ୟ…

କରୋନା ଅର୍ଦ୍ଧଶତକମ : ଆଉ ଦୁଇ ନୂଆ ସହ ୫୦ ଛୁଇଁଲା କୋବିଦ-19 

ଭୁବନେଶ୍ୱର(ଶାସକ ପ୍ରଶାସକ) : ଚାଇନା ରୋଗ ହାପ ସେଞ୍ଚୁରୀ ମାରିଛି | ଆଉ ଦୁଇ ନୂଆ ରୋଗୀ ସହ ୫୦ ଛୁଇଁଛି କୋବିଦ-୧୯ ରୋଗୀ ସଂଖ୍ୟା | ସେମାନଙ୍କ ବିଷୟରେ ସବିଶେଷ ତଥ୍ୟ ମିଳିନଥିଲେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଦିଆ ଯାଇଥିବା ତଥ୍ୟ ଅନୁସାରେ ଆଜି ୧୯୮ ଟି ସାମ୍ପଲ ୭ ହୋଇଥିବା ବେଳେ ସେଠି…

ଅଙ୍ଗନବାଡ଼ି କର୍ମୀଙ୍କୁ ମାସ୍କ ବଣ୍ଟନ ତଥା କରୋନା ସମ୍ପର୍କିତ ସଚେତନତା

ଭୁବନେଶ୍ୱର(ଶାସକ ପ୍ରଶାସକ) : ରଘୁନାଥପୁର ପଂଚାୟତ ରେ ମେଣ୍ଢାଶାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ସ୍ବାସ୍ଥ୍ୟ କର୍ମୀ ମହେଶ ସାହୁ ଅଙ୍ଗନବାଡ଼ି କର୍ମୀମାନଙ୍କୁ କରୋନା ସଂମ୍ପକୀୟ ସଚେତନତା ସହ ମାସ୍କ ତଥା ସାବୁନ ବିତରଣ କରିଥିଲେ।ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ତଥା ଜନସ୍ବାସ୍ଥ୍ୟ ଅଧିକାରୀ…

କାଲିର ପଜିଟିଭ, ଆଜି ହେଲେ ନେଗେଟିଭ

ସୁସ୍ଥ ହେଲେ 10 କରୋନା ରୋଗୀ, ଭୁବନେଶ୍ୱରରୁ 5  Bhubaneswar : ଖୁସି ଖବର । 10 କରୋନା ରୋଗୀ ସୁସ୍ଥ ହେଲେ । ଚିକିସ୍ତା ପରେ ଆଜି ପରୀକ୍ଷା ହେବାରୁ ପଜିଟଭରୁ  ସେମାନେ ଏବେ ନେଗେଟିଭ ବୋଲି ଜଣା ପଡ଼ିଛି । ସେମାନଙ୍କ ମଧ୍ୟରୁ 5 ଜଣ ଭୁବନେଶ୍ୱରର । ଆଉ ଦୁଇ ଜଣ ଭଦ୍ରକରୁ ଥିବାବେଳେ,…

ମହାମାରୀ କରୋନାରୁ ରକ୍ଷା କରିବେ ସୁଦର୍ଶନ ମହାପ୍ରଭୂ

ନଗର ଭ୍ରମଣ ନିମନ୍ତେ ପ୍ରଶାସନିକ ସହଯୋଗ ଲୋଡ଼ିଲେ ସେବାୟତ ବାରିପଦା(ଦିଲ୍ଲୀପ ମହାନ୍ତି) : ଅଦୃଶ୍ୟ ଶତ୍ରୁ ମହାମାରୀ କରୋନାକୁ ପରାସ୍ତ କରିବା ପାଇଁ ଏଯାଏଁ ବାହାରିନି ଅସ୍ତ୍ର। ଏହି ମହାମାରୀ କବଳରୁ ଜନସାଧାରଣଙ୍କୁ ସୁରକ୍ଷା ଦେବେ ମହାପ୍ରଭୂ ସୁଦର୍ଶନ। ଶ୍ରୀକ୍ଷେତ୍ର ପୁରୀରେ ଏନେଇ ପରମ୍ପରା…

ଗ୍ୟାସ ଏଜେନ୍ସୀ କାର୍ଯ୍ୟାଳୟ ରେ ସାମାଜିକ ଦୁରତ୍ୱକୁ ଅବମାନନା

http://www.youtube.com/watch?v=Ys7D10_Sq40 ବାରିପଦା(ଦିଲ୍ଲୀପ ମହାନ୍ତି)- ସାମାଜିକ ଦୂରତା ରକ୍ଷା କରିବାରେ ସକ୍ଷମ ହୋଇ ନ ପାରିବା କାରଣରୁ ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକ କଚେରୀ ମାର୍କେଟକୁ ସଟ ଡାଉନ(ବନ୍ଦ) କରାଇ ଥିବା ବେଳେ କଚେରୀ ମାର୍କେଟକୁ ଲାଗି ରହିଥିବା ଏହି ଏଚପି ଗ୍ୟାସ…

ଅସହାୟ ବ୍ୟକ୍ତି ମାନଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିଲେ ଯୁବ ସମାଜସେବୀ

http://www.youtube.com/watch?v=SiiiTY7lfSE ଗାଇସିଲେଟ/ କେଦାର ନାଥ ସାହୁ: ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମରେ ସମାଜ ସେବୀ ତଥା ବିଜୁ ଜନତା ଦଳର ଯୁବନେତା ଶ୍ରୀ ହେମାନନ୍ଦ ସାହୁ ଅସହାୟ ବ୍ୟକ୍ତି ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ…