ବଣୁଆହାତୀ ନେଲା ବେଲମତିଙ୍କ ଜୀବନ

ପାଟଣାଗଡ଼/ସଚିନ ସାହୁ : ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ଉପଖଣ୍ଡରେ ଏକ ବଣୁଆ ଦନ୍ତା ହାତୀ ଜଣେ ବୃଦ୍ଧାଙ୍କୁ ଦଳି ଦେଇଥିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି।ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି ରାତିରେ ପାଟଣାଗଡ଼ ଉପଖଣ୍ଡ ଅନ୍ତର୍ଗତ ଖପ୍ରାଖୋଲ ବ୍ଲକ ଭାନପୁର୍ ଗ୍ରାମପଞ୍ଚାୟତର ହନୁପାଲି…

ବୁଗୁଡା ବ୍ଲକର ନୟାଗଡ଼ ଜିଲ୍ଲା ସୀମାରେ ଲାଗିଲା ୩ ଗୋଟି ସିସି କ୍ୟାମେରା, ରାସ୍ତା ସିଲ

ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା: ବୁଗୁଡା ବ୍ଲକର ନୟାଗଡ଼ ଜିଲ୍ଲାକୁ ସଂଯୋଗ କରୁଥିବା କରସିଙ୍ଗି ଛକରେ ଶନିବାର ଦିନ ତିନି ଗୋଟି ସିସିକ୍ୟାମେରା ଲଗା ଯାଇଛି। ନୟାଗଡ ଜିଲ୍ଲାରୁ ଆସୁଥିବା ଯେକୌଣସି ଯାନ କରସିଙ୍ଗି ଗ୍ରାମ ପୂର୍ବରୁ ଗଞ୍ଜାମ ଜିଲ୍ଲାରେ ପ୍ରବେଶ କରି ଗୋଟିଏ ଦିଗରେ ବୁଗୁଡା…

ସୁବଳୟା ଗ୍ରସ୍ତରେ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ 

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ପଞ୍ଚାୟତ ପକ୍ଷରୁ ଅସହାୟ ପରିବାର କୁ ଦୀର୍ଘ ଦିନ ହେବ ସୁସମ   ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି । ଏଥିରେ ଜୟ ମାଁ ଠାକୁରାଣୀ ଏସ ଏଚ ଜି ଗୃପର ମହିଳା ମାନଙ୍କ ଦ୍ଵାରା ରନ୍ଧା…

“କରୋନା ଲକ୍ ଡାଉନ୍ ” : ପିତାମହୁଲ ମଦଭାଟି ଖୋଲା, ନାମକୁ ମାତ୍ର ପୋଲିସ ପହରା ।

ଫାଇଦା ଉଠାଉଛନ୍ତି କୁଚିଆ ମଦ ବେପାରୀ  ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅଞ୍ଚଳରେ ଅବାଧରେ ଚାଲିଛି କୁଚିଆ ଦେଶି ମଦ ବେପାର । ପ୍ରତେକ ଗାଁରେ ହେଉଛି ଦେଶି ମଦ ବର୍ଷା । ପ୍ରତେକ ଦିନ  ବସ୍ତା ବସ୍ତା ଦେଶି ମଦ ପାଉଚ ପହଞ୍ଚୁଛି…

କୋଭିଡ-୧୯ ସଂକ୍ରମଣ ରୋକିବାରେ ସହାୟକ 3-D ସାମଗ୍ରୀର ଦୁଇଟି ଅଭିନବ ଡିଜାଇନ  ପ୍ରସ୍ତୁତ

ନୂଆଦିଲ୍ଲୀ- କୋଭିଡ-19ର ସଂକ୍ରମଣକୁ ରୋକିବାରେ ସହାୟକ ହେଉଥିବା 3-D ସାମଗ୍ରୀର ଦୁଇଟି ଅଭିନବ ଡିଜାଇନ ଗୌହାଟିସ୍ଥିତ ଜାତୀୟ ଔଷଧୀୟ ଗବେଷଣା ପ୍ରତିଷ୍ଠାନ (ନାଇପର-ଜି)ର ଗବେଷକମାନେ ପ୍ରସ୍ତୁତ କରିଛନ୍ତି । ସେଥି ମଧ୍ୟରୁ ଗୋଟିଏ 3-D ପ୍ରିଂଟେଡ ହ୍ୟାଣ୍ଡି-ପ୍ରିଂ ସାମଗ୍ରୀ ଓ  ଅନ୍ୟଟି…

ପଦ୍ମପୁର ପବ୍ଲିକ ସ୍କୁଲ ତରଫରୁ ମାସ୍କ ବଣ୍ଟନ।

(ପଦ୍ମପୁର/ଶାସକ ପ୍ରଶାସକ):-ସାରା ପୃଥିବୀରେ ବ୍ୟାପିଥିବା ମାରାତ୍ମକ କରୋନା ଭାଇରସକୁ ପ୍ରତିହତ କରିବାପାଇଁ ଅଦ୍ୟବିଧି କୌଣସି ଔଷଧ ବାହାରିନାହିଁ । କେବଳ ଜନ ସଚେତନତା ମାଧ୍ୟମରେ ଏହାକୁ ରୋକାଯାଇ ପାରିବ।ତେଣୁ ସରକାର ତଥା ବିଭିନ୍ନ ଅନୁଷ୍ଠାନ ମାନ ଲୋକଙ୍କୁ ସଚେତନ କରାଉଛନ୍ତି । ସାମାଜିକ…

ରାସନ କାର୍ଡ ନଥିବା ୫୦ ରୁ ଉର୍ଦ୍ଧ୍ବ ପରିବାରକୁ ଶୁଖିଲା ଖାଦ୍ୟ 

ସୁନ୍ଦରଗଡ଼(ହୋରାଚାନ୍ଦ ଦେଉରିଆ)  :-ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ  "କେହି ବି  ଭୋକିଲା ରହିବେ ନାହିଁ, ଭୋକିଲାଙ୍କୁ ନିଜ ପରିବାର ସଦସ୍ୟ ଭାବି ଖାଦ୍ୟ ଦିଅ"କୁ ଅନୁସରଣ କରି ଆଜି ସୁନ୍ଦରଗଡ଼ ବିଜୁ ଜନତା ଦଳ ଦଳ ତରଫରୁ   ଦିବା ୧୦ ଘଟିକା ସମୟରେ ସୁନ୍ଦରଗଡ଼ ସାଙ୍ଗଠନିକ ଜ଼ିଲ୍ଲା ସଭାପତି…

ଶିକାର ପାଇଁ ବ୍ୟବହୃତ ସାମଗ୍ରୀ ସହ  ଜଣେ ଗିରଫ, ଦୁଇ ଜଣ ଫେରାର

ବୁଗୁଡା/ଡ଼ଃ କୁମୁଦ ଚନ୍ଦ୍ର ବେହେରା :   ବୁଗୁଡା ବନ ବିଭାଗ ପକ୍ଷରୁ ଶିକାର ଉଦ୍ୟମ ନେଇ ଜଣଙ୍କୁ ଗିରଫ କରି ଏକ ମାମଲା ରୁଜୁ କରିଥିବା ଜଣାପଡିଛି।ବୁଗୁଡା ବନାଞ୍ଚଳର ବୁଗୁଡା ସେକସନ ଅନ୍ତର୍ଗତ କୈଳାଶ ନଗର ନିକଟ କିରିଆମ୍ବା ୧୦ ନଂ ସଂରକ୍ଷଣ ଜଙ୍ଗଲରେ ବିଦ୍ୟୁତ ଫାସ ପକାଇ ଶିକାର କରିବାକୁ…