ବ୍ରାଜିଲର ଆମାଜନିଆ -1 ଉପଗ୍ରହ ଉତକ୍ଷେପଣ କରିବ ଇସ୍ରୋ
ନୂଆଦିଲ୍ଲୀ (ଏଜେନ୍ସି) ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ ) , ବ୍ରାଜିଲର ଆମାଜନିଆ -1 ଉପଗ୍ରହର ଉତକ୍ଷେପଣ ଘୋଷଣା କରିଛି। ଏହି ଉପଗ୍ରହକୁ ଅଗଷ୍ଟ 2020 ସୁଦ୍ଧା ପୋଲାର ସାଟେଲାଇଟ୍ ଲଞ୍ଚ ଯାନ (ପିଏସଏଲଭି) ରେ ଲୋଡ୍ କରାଯିବ | ଏହି ଉପଗ୍ରହକୁ ବ୍ରାଜିଲରେ ସ୍ଥାନୀୟ ଭାବରେ ଡିଜାଇନ୍…