ସୋହେଲା ଥାନା ଅଧିକାରୀ ଓ ତାଙ୍କର ଧର୍ମ ପତ୍ନୀ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦେଲେ ପଚାଶ ହଜାର

ବରଗଡ(ଶାସକ ପ୍ରଶାସକ)  :- ଆଜି ସୋହେଲା ଠାରେ ଶ୍ରମ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଙ୍କର ଉପସ୍ଥିତରେ ସୋହେଲା ଥାନା ଅଧିକାରୀ ଶ୍ରୀ ନିର୍ମଳ ଚନ୍ଦ୍ର ମହାପାତ୍ର ଓ ତାଙ୍କର ଧର୍ମପତ୍ନୀ ଶ୍ରୀମତୀ ବନଶ୍ରୀ ମହାପାତ୍ର ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦରୁଆନ ଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ…

“ଲକଡାଉନ୍ “ସମୟରେ ୬ ଶିବିରରୁ ୨୦୦ ୟୁନିଟ୍ ରକ୍ତ ସଂଗ୍ରହ ।

ଲାନ୍ସନାୟକ ମନୋଜ ପଣ୍ଡା : ରକ୍ତ ଦେବା ,ସମାଜସେବା ଯାହାର ନିଶା   ବୀରମହାରାଜପୁର / ସୁବର୍ଣ୍ଣପୁର - (ରିପୋର୍ଟ ବିନୋଦ  ପାଣ୍ଡେ ) ବିଶ୍ବ ବ୍ୟାପି' କରୋନା' ର କରାଳ ପ୍ରକୋପରେ ସାରା ବିଶ୍ୱ ତଥା ଆମ ଦେଶରେ ହଇଚଇ ସୃଷ୍ଟି ହୋଇଛି । ଏହା ସହ କରୋନା ମୁକାବିଲା ପାଇଁ ଦେଶ ତଥା ରାଜ୍ୟ ବ୍ୟାପୀ…

Big Breaking : ପ୍ରଧାନମନ୍ତ୍ରୀ କଲେ ଘୋଷଣା : ମେ ୩ ପର୍ଯ୍ୟନ୍ତ ବଢ଼ିଲା ଲକ ଡାଉନ 

ଦେଶବାସୀ  ୭ଟି ପ୍ରତିଶ୍ରୁତି ପାଳିବାକୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ | ନୂଆଦିଲ୍ଲୀ (ଶାସକ ପ୍ରଶାସକ) :ଦେଶରେ କରୋନା ସ୍ଥିତିକୁ ଅନୁଧ୍ୟାନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଲେ ଘୋଷଣା | ଦେଶରେ  ଲକଡାଉନ ମେ ୩ ପର୍ଯ୍ୟନ୍ତ ବଢିବ | ହେଲେ ଗରିବ ଦିନ ମଜୁରିଆ, ଶ୍ରମିକ, କୃଷକ ମାନଙ୍କ…

ମୟୂରଭଞ୍ଜ: ଲକ୍ ଡାଉନ ସମୟରେ ଅସହାୟ ଏବଂ ପ୍ରବାସୀ ଶ୍ରମିକ ମାନଙ୍କୁ ରନ୍ଧାଖାଦ୍ୟ/ ରେସନ୍ ସାମଗ୍ରୀ ବଣ୍ଟନ

ବାରିପଦା (ଦିଲ୍ଲୀପ ମହାନ୍ତି)-ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ  କ୍ରମେ ଲକ୍ ଡାଉନ ସମୟରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ତତ୍ୱାବଧାନରେ ଜିଲ୍ଲାରେ ଥିବା ଅତି ଗରିବ, ନିସ୍ୱ ଅସହାୟ ଶାରିରୀକ ଦୁର୍ବଳ, ଭିକ୍ଷୁକ/ମାନସିକ  ବିକୃତ ବ୍ୟକ୍ତି ମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବାର ବ୍ୟବସ୍ଥା…

ବିନା ଅନୁଭବରେ ଏ ସନ ଗାଏବ ହୋଇଗଲା ଚଇତିର ମହକ ‘ଚୈତ୍ର ପର୍ବ’

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲର ଚୈତ୍ର ପର୍ବର ମୁଖ୍ୟ ଆକର୍ଷଣ ଛଉନୃତ୍ୟ ଓ ଭକ୍ତା ମେଲଣ । ଚୈତ୍ର ମାସର ଶେଷରେ ଗ୍ରୀଷ୍ମଋତୁର ବୈଶାଖ ମାସର ଅୟମାରମ୍ଭ ହୁଏ ଚୈତ୍ରପର୍ବ ଦିନରୁ । ଏହାକୁ ମହାବିଶୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ମଧ୍ୟ କୁହାଯାଉଥିବା ବେଳେ ଜିଲ୍ଲାର…

ସ୍ବେଛାସେବୀମାନଙ୍କ ଦ୍ୱାରା  ମାସ୍କ, ସେନିଟାଇଜର ଓ ସାବୁନ ବଣ୍ଟନ 

ସିନାପାଲି/ ନିରାକାର ମେହେର : ବର୍ତମାନ ଆମ ଦେଶ ତଥା ଅନ୍ୟ ଦେଶ ମାନଙ୍କରେ  ଭାରତ ରେ ମହାମାରୀ କରୋନା ର ଭୟାବହ ହୋଇ ବଢୁଥିବା ବେଳେ,  ଏହାକୁ ରୋକିବା ପାଇଁ ଆମ ଦେଶ ର ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର  ଲୋକଙ୍କୁ ସଚେତନତା ବାର୍ତ୍ତା ଜଣାଇଥିବା  ବେଳେ, ସହାୟତା ର ହାତ ବଢ଼େଇବା ପାଇଁ…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ହାତ ବଢ଼ାଇଲେ ବିଚାରପତି 

ସୁନ୍ଦରଗଡ଼:- କରୋନା ବିପର୍ଯୟ ର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି କୁ ପ୍ରଦାନ କରିବା ନିମନ୍ତେ ସୁନ୍ଦରଗଡ଼  ଜଜସିପ ତରଫରୁ ସୁନ୍ଦରଗଡ଼ ଜ଼ିଲ୍ଲା  ଦୌରା ଜଜ  ଶ୍ରୀ ପ୍ରଦିପ କୁମାର ମହନ୍ତଙ୍କ ତତ୍ୱାବଧାନ ରେ ଜ଼ିଲ୍ଲାର ସମସ୍ତ ଜୁଡ଼ିସିଆଲ ଅଫିସର ମାନଙ୍କ ଠାରୁ ୭୦ହଜାର ଟଙ୍କା…

ବୁଗୁଡା ବ୍ଲକର ଗଞ୍ଜାମ ଜିଲ୍ଲା ବାହାରେ ଅଛନ୍ତି ୨୧,୭୩୯ ଜଣ, ସେଥିରୁ ବିଦେଶରେ ୪୦ ଜଣ

ବୁଗୁଡା/ ଡ଼ଃ କୁମୁଦ ଚନ୍ଦ୍ର ବେହେରା: ବୁଗୁଡା ବ୍ଲକର ୨୧,୭୩୯ ଜଣ ବ୍ୟକ୍ତି ସୋମବାର ସନ୍ଧ୍ୟା ୬ ଘଣ୍ଟା ସୁଦ୍ଧା ଗଞ୍ଜାମ ଜିଲ୍ଲା ବାହାରେ ରହୁଥିବା ଜଣାପଡିଛି। ସେଥି ମଧ୍ୟରୁ ୪୦ ଜଣ ବାହାର ଦେଶରେ ରହୁଥିବା ବେଳେ ଅନ୍ୟମାନେ ଅନ୍ୟ ଜିଲ୍ଲା ଓ ଅନ୍ୟ ରାଜ୍ୟରେ ରହୁଛନ୍ତି। ବୁଗୁଡା ବ୍ଲକର ମୋଟ…

ଲକ୍ ଡାଉନ୍ ସମୟରେ ରକ୍ତ ଦେଇ ସହାୟତାର ହାତ ବଢାଇଲେ ସମାଜସେବୀ ଶିକ୍ଷୟତ୍ରୀ। 

ବଲାଙ୍ଗୀର : (ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) ଲକ୍ ଡାଉନ୍ ସମୟରେ ମହାମାରୀ କରୋନା ର ଡର କୁ ଭ୍ରୁକ୍ଷେପ ନ କରି ରକ୍ତ ଦେଇ ସହାୟତାର ହାତ ବଢାଇଲେ  ଲୁହାସିଂହା ଗ୍ରାମର ସମାଜସେବୀ, ସୁଲେଖିକା, ଶିକ୍ଷୟତ୍ରୀ ସବିତା ମହରା। ବୌଦ୍ଧ ଜିଲ୍ଲା ବାଉଁସୁଣି ପଞ୍ଚାୟତ ସିଁଙ୍ଗାରି…