ମାତୃ ଶକ୍ତି ଆଞ୍ଚଳିକ ମହାସଂଘ ତରଫରୁ ପଦ୍ମପୁର ସ୍ଥିତ ବିଭିନ୍ନ ବସ୍ତିରେ ମାସ୍କ  ବଣ୍ଟନ  

ପଦ୍ମପୁର  - ବର୍ତ୍ତମାନ ଚାରିଆଡେ କରୋନା ର ପ୍ରଭାବ ସମସ୍ତଙ୍କୁ ଭୟଭୀତ କରି ଚାଲିଛି  । ଏଭଳି ପରିସ୍ଥିତିରେ ଅନେକ ସଂଘ ନିଜ ନିଜର ସହଯୋଗର ହାତ ବଢାଇଛନ୍ତି  । ପଦ୍ମପୁର ହନୁମାନ ର ମାତୃ ଶକ୍ତି ଆଞ୍ଚଳିକ ମହାସଂଘ ର ମହିଳା ଗଣ ପଦ୍ମପୁର ରଜାପଡାର ପ୍ରଗତି ନଗର ଓ ଏହାର ଆଖପାଖ ଅଞ୍ଚଳରେ…

ତାଲାବନ୍ଦ ଯୋଗୁଁ ଓ୍ବିନର ବ୍ରାଇଟ ବିଦ୍ୟାଳୟ ପକ୍ଷରୁ ପିଲାଙ୍କୁ ଅନଲାଇନ ପାଠପଢା ।

ପଦ୍ମପୁର-କରୋନକୁ ଦମନ ପାଇଁ ସାରା ଦେଶରେ ତାଲାବନ୍ଦ ଡାକରା ଦିଆଯାଇଛି । ତାଲାବନ୍ଦ ଯୋଗୁଁ ସମସ୍ତ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିଛି । ହେଲେ ପିଲାଙ୍କ ଭବିଷ୍ୟତକୁ ଆଖି ଆଗରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକ ପିଲାମାନଙ୍କୁ ଅନଲାଇନ ମାଧ୍ୟମରେ ଶିକ୍ଷାଦାନ କରୁଛନ୍ତି । ପଦ୍ମପୁର ସହରର…

କରୋନା ଲଢେଇରେ ଏକାକାର ହୋଇଯାଇଛନ୍ତି ସଭିଏଁ 

ପ୍ରଶାସନ ଓ ଗଣମାଧ୍ୟମକୁ ଧନ୍ୟବାଦ ଜଣାଇଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ  ବିଜେପି  ପଦ୍ମପୁର-ସାରା ବିଶ୍ବ କୁ ନିଜ କବଳରେ କରିଥିବା କରୋନା ଭୁତାଣୁ କୋଭିଡ-୧୯ ଯୋଗୁ ସାରା ପୃଥିବୀର ରାଷ୍ଟ୍ର ମାନେ ହଇରାଣ ଥିବା ବେଳେ ଭାରତ ରେ ମଧ୍ୟ କରୋନା ସହ ଲଢ଼ିବା ପାଇଁ ଦେଶ ର ପ୍ରଧାନ ମନ୍ତ୍ରୀ…

ଅସହାୟଙ୍କୁ ସହଯୋଗର ହାତ ବଢାଇଛନ୍ତି ଦୀପ୍ତୀପୁର ଅଞ୍ଚଳର ଯୁବଗୋଷ୍ଠୀ

 ପଦ୍ମପୁର/ ଶାସକ ପ୍ରଶାସକ - କରୋନାକୁ ଦମନ ପାଇଁ ସାରା ଦେଶରେ ତାଲାବନ୍ଦ । ପ୍ରଥମେ ୨୧ଦିନ ତାଲାବନ୍ଦ ଏବଂ ଏବେ ପୁଣି ୧୮ ଦିଳ ତାଲାବନ୍ଦ । ଏହି ତାଲାବନ୍ଦ ଗରିବ ଖଟିଖିଆ ତଥା ଦୈନିକ କାମକରି ଚଳୁଥିବା ଲୋକଙ୍କ ପାଇଁ ଏକ କାଳ ସଦୄଶ୍ୟ ହୋଇଯାଇଛି । ଗରିବ ଅସହାୟ ଲୋକ ବହୁ କଷ୍ଟରେ ଦିନ…

ଗ୍ରାଉଣ୍ଡ ଜିରୋରେ ଲଢ଼ୁଛନ୍ତି କରୋନା ଲଢେଇ

 ନିଜ କର୍ତ୍ତବ୍ୟକୁ ନ ଭୁଲି କରୋନା ଯୁଦ୍ଧରେ ଯୋଦ୍ଧା ସାଜିଛନ୍ତି ସଫେଇ କର୍ମଚାରୀ । ପଦ୍ମପୁର/ଶାସକପ୍ରଶାସକ-ଦିନକୁ ଦିନ କରୋନା ଭୂତାଣୁ ତାର କାୟା ବିସ୍ତାର କରିବାରେ ଲାଗିଛି । କରୋନକୁ ଦମନ କରିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରଥମେ ୨୧ଦିନ ଓ ପରେ ୧୮ ଦିନର ତାଳାବନ୍ଦ ଡାକରା ଦିଆଯାଇଛି ।…

ଇଛା ଶକ୍ତି ଥିଲେ ଘରେ ରହି ବି ସେବା କରିହେବ : ପ୍ରମାଣିତ କଲେ ସାମାଜିକ କର୍ମୀ ଦୀପା

ବରଗଡ(ଶାସକ ପ୍ରଶାସକ) :- ଫୁଲବାଣୀର ଏକ ସଂସ୍ଥାରେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା,ତାମିଲନାଡୁ ଓ କର୍ଣ୍ଣାଟକ 4ଟି ରାଜ୍ୟର 65 ଜଣ ଯୁବକ ଯୁବତୀ ଫୁଲବାଣୀର ଏକ ସଂସ୍ଥାକୁ ଟ୍ରେନିଂ ପାଇଁ ଆସି 4 ଦିନ ହେଲା ଉପବାସରେ ରହିଥିବା ଖବର ଏକ ଖବରକାଗଜ ରେ ପଢି  ଜାଣିବା ପରେ ମନରେ କଷ୍ଟ ଅନୁଭବ କରିଥିଲେ…

କେନ୍ଦ୍ରାପଡାରେ ବିଜୁ ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

ସାମାଜିକ ଦୂରତ୍ୱକୁ ବଜାୟ ରଖି ପ୍ରତ୍ୟେକ ଦିନ ୧୦ ଜଣଙ୍କ ରକ୍ତଦାନ  କେନ୍ଦ୍ରାପଡା(ଶାସକ ପ୍ରଶାସକ) : ଏପିଲ ୧୭ତାରିଖ ବିଜୁବାବୁଙ୍କୁ ୨୩ତମ ଶ୍ରାଦ୍ଧ ଦିବସ ଅବ୍ୟବହିତ ପୂର୍ବରୁ "ଜୀବନବିନ୍ଦୁ" ଆନୁକୂଲ୍ୟରେ କେନ୍ଦ୍ରାପଡା ବିଧାୟକ ଶ୍ରୀ ଶଶୀଭୂଷଣ ବେହେରାଙ୍କ ଆହ୍ବାନକ୍ରମେ ବ୍ଲକ ଅଧକ୍ଷ…

ଯୁବବିଜେଡି  ରାଜ୍ୟଶାଖା ତରଫରୁ ଖାଦ୍ୟ ସାମଗ୍ରୀ ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମ।

ଭୁବନେଶ୍ୱର(ଶାସକ ପ୍ରଶାସକ):ସମଗ୍ର ବିଶ୍ୱ କରୋନା ବିପତ୍ତିରେ ସନ୍ତୁଳି ହେଉଥିବା ବେଳେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଆସୁଛି | ଅନ୍ୟପକ୍ଷରେ କରୋନା ପରିପ୍ରେକ୍ଷୀରେ ଲକ ଡାଉନବେଳେ ଯେମିତି କୌଣସି ବର୍ଗର ଲୋକଙ୍କ ଅସୁବିଧା ନହୁଏ…

ବାଙ୍କିଶୋଳ ସ୍ୱତନ୍ତ୍ର କିମସ କୋଭିଡ଼ ହସ୍ପିଟାଲ ପରିଦର୍ଶନ କଲେ ପାଣ୍ଡିଆନ

ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ଉପକଣ୍ଠ ବାଙ୍କିଶୋଳସ୍ଥିତ ଆଦାନୀ-କିସ୍ ଆବାସିକ ବିଦ୍ୟାଳୟ ପରିସରରେ ଓଡ଼ିଶା ଖଣି ନିଗମର ଆର୍ଥିକ ସହାୟତା ଏବଂ କଳିଙ୍ଗ ଇନଷ୍ଟିଚୁ୍ୟଟ ଅଫ୍ ମେଡ଼ିକାଲ ସାଇନସ୍(କିମ୍ସ) ଭୂବନେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର…

ଷ୍ଟାଫ ସିଲେକସନ କମିଶନ ପକ୍ଷରୁ ପରିବର୍ତ୍ତିତ ପରୀକ୍ଷା ସୂଚୀ ମେ 3 ପରେ ଘୋଷଣା ହେବ

• ପିଏମ କେୟାର୍ସ ଫଣ୍ଡକୁ ଗୋଟିଏ ଦିଗର ବେତନ ଦାନ କରିବେ ଏସଏସସି ଅଧିକାରୀ ଓ କର୍ମଚାରୀ ନୂଆଦିଲ୍ଲୀ (ଶାସକ ପ୍ରଶାସକ) : କରୋନା ମହାମାରୀ ସଂକ୍ରମଣ ଦ୍ୱାରା ସୃଷ୍ଟି ହୋଇଥିବା ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିବା ପାଇଁ ଷ୍ଟାଫ ସିଲେକସନ କମିଶନ (SSC)ର ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ…