ଗାଇସିଲାଟ ଅଞ୍ଚଳରେ ଲୋକଙ୍କୁ ମାକ୍ସ ଓ ସାବୁନ ପ୍ରଦାନ।
ପଦ୍ମପୁର- କରୋନା ଭୂତାଣୁ କୁ ଦମନ ପାଇଁ ସାମାଜିକ ଦୂରତ୍ବ ଏକମାତ୍ର ଉପାୟ । ସାମାଜିକ ଦୂରତ୍ବ ଯୋଗୁଁ କରୋନା ଭୂତାଣୁ ସୁସ୍ଥ ବ୍ୟକ୍ତିଙ୍କୁ ଆକ୍ରାନ୍ତ କରିପାରିବ ନାହିଁ । ମାକ୍ସ ତଥା ରୁମାଲ ଦ୍ବାରା ମୁହଁକୁ ଘୋଡେଇବା ମଧ୍ୟ ନିତାନ୍ତ ଆବଶ୍ୟକ । ଦେବଦତ୍ତ କ୍ଳବ ସହଯୋଗରେ ଗାଇସିଲାଟ ଅଞ୍ଚଳରେ…