ଏପଟେ କରୋନା ଯନ୍ତ୍ରଣା ପ୍ରବଳ, ତା ସାଙ୍ଗକୁ ପାଣି ପାଇଁ ଡହଳ ବିକଳ
ଘୁ. ଉଦୟଗିରି/ଗଗନ ପ୍ରଧାନ : ଘର ଭିତରୁ ବାହାରକୁ ବାହାରିଲେ କରୋନା ଭୟ ଏବଂ ଘର ଭିତରେ ରହିଲେ ବୁନ୍ଦାଏ ପାଣି ପାଇଁ ଡହଳବିକଳ। ଏହିପରି ଅଭିଯୋଗ ଆଣି ଛନ୍ତି ରଟିଙ୍ଗିଆ ଗ୍ରାମ ପଞ୍ଚାୟତର ବାସିନ୍ଧା I
ପ୍ରାପ୍ତ ସୂଚନା ଅନୁସାରେ ରଟିଙ୍ଗିଆ ଗ୍ରାମ ପଞ୍ଚାୟତର ୱାର୍ଡ ସଂଖ୍ୟା ୧, ୨, ୩ , ୪,୫…