ଲକ ଡାଉନ : ରକ୍ତଦାନ କଲେ ମୁସଲିମ ପରିବାରର ୬ ସଦସ୍ୟ

ବରଗଡ :- କରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ବର୍ତ୍ତମାନ ସାରାଦେଶରେ  ଲକ୍‌ ଡାଉନ୍‌ କଟକଣା ଲାଗୁ କରାଯାଇଛି। ଯାହା ଫଳରେ  ବର୍ତ୍ତମାନ ରାଜ୍ୟର ବିଭିନ୍ନ  ରକ୍ତ ଭଣ୍ଡାରରେ ଦେଖା ଦେଇଛି ରକ୍ତର ଘୋର ଅଭାବ ଦେଖାଯାଇଛି। ରକ୍ତ ଭଣ୍ଡାର ରୁ ରକ୍ତ ର ଅଭାବ ଦୂର କରିବା ପାଇଁ ଆଗେଇ ଆସୁଛନ୍ତି…

ପାରଳାଖେମୁଣ୍ଡିରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାର ମହିଳା ହିତାଧିକାରୀଙ୍କୁ କରୋନା ସହାୟତା ରାଶି ପ୍ରଦାନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ବ୍ୟାଙ୍କ ଖାତା ଜରିଆରେ ମହିଳା ହିତାଧିକାରୀ ମାନଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କରୋନା ସହାୟତା ରାଶି ପ୍ରଦାନ କରାଯାଉଛି।ମହାମାରି କରୋନାର କଡା ମୁକାବିଲା…

ନିଜ ଚେଷ୍ଟାରେ ଗ୍ରାମକୁ ବିଶୋଧନ କଲେ ସମାଜିକ କର୍ମୀ

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : କରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ନିଜ ଚେଷ୍ଟାରେ ଗ୍ରାମକୁ ବିଶୋଧନ କଲେ ଜଣେ ସାମାଜିକ କର୍ମୀ । ସରକାରୀ ତଥା ବେସରକାରୀ କ୍ଷେତ୍ରରେ କରୋନା ଭୁତାଣୁ କବଳରୁ ମାନବ ସମାଜକୁ ରକ୍ଷା କରିବା ଉଦ୍ଦେଶ୍ୟରେ ଚାଲିଛି ଅନେକ ପ୍ରତିଶେଧକ କାର୍ଯ୍ୟକ୍ରମ । ମାତ୍ର…

ମୟୂରଭଞ୍ଜ: କରୋନା ଭାଇରସ୍ (କୋଭିଡ-୧୯) ମୁକାବିଲା ପାଇଁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ

ବାରିପଦା (ଦିଲ୍ଲୀପ ମହାନ୍ତି ): ସଂପ୍ରତି ମହାମାରୀ କୋଭିଡ-୧୯ ରୋଗ ସଂକ୍ରମଣର ମୁକାବିଲା ତଥା ପ୍ରତିରୋଧ ପାଇଁ କେନ୍ଦ୍ର / ରାଜ୍ୟ ସରକାରଙ୍କ ଦ୍ୱାରା ବ୍ୟାପକ ସର୍ତକତା ମୂଳକ ପଦକ୍ଷେପ ସ୍ୱରୂପ ସମୟକୁ ସମୟ ଜାରୀ କରାଯାଇଥିବା ନିୟମ/ ମାର୍ଗଦର୍ଶିକା କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦିଆଯାଇଛି…

28 ଜଣ ଶ୍ରମିକଙ୍କୁ କ୍ବାରନଟାଇନ କରାଗଲା ,ତହସିଲଦାରଙ୍କର ଦ୍ୱାରା ରିଲିଫ ପ୍ରଦାନ

ପାଇକମାଲ :- ପାଇକମାଲ ବ୍ଲକ କାଂଶଡା ପଂଚାୟତ ସ୍ଥିତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ପଂଚାୟତ ର ବିଭିନ୍ନ ଗ୍ରାମର 28 ଜଣ ଶ୍ରମିକ ଯେଉଁମାନେ ଗଞ୍ଜାମ ଜିଲ୍ଲାରେ ଇଟାଭାଟି କାମ କରିବାକୁ ଯାଇଥିଲେ ସେମାନେ ସେଠାରୁ ପଳେଇ ଆସିଛନ୍ତି । ଏହି ଖବର ପାଇବା ପରେ ସ୍ଥାନୀୟ ସରପଞ୍ଚ ତୁରନ୍ତ…

ପଦ୍ମପୁର ବିଜେପି ଓବିସି ମୋର୍ଚ୍ଚା ପକ୍ଷରୁ ଜନସାଧାରଣଙ୍କୁ ମାକ୍ସ ବଣ୍ଟନ ।

ପଦ୍ମପୁର- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଆହ୍ବାନ କ୍ରମେ ଶନିବାର ଦିନ ଭାରତୀୟ ଜନତା ପାର୍ଟି ଓବିସି ମୋର୍ଚ୍ଚା ତରଫରୁ ପଦ୍ମପୁର ଯୁବନେତା ତଥା ବିଜେପି ଓବିଶି ମୋର୍ଚ୍ଚାର ଜିଲ୍ଲା ସାଧାରଣ ସଂପାଦକ ସେବକ ମେହେରଙ୍କ ନେତୃତ୍ବରେ ପଦ୍ମପୁର ବଜାର ଠାରେ ସକାଳ ସମୟରେ ଜନସାଧାରଣଙ୍କୁ ବହୁତ…

ବିଜେପି ତରଫରୁ ମାସ୍କ ବଣ୍ଟନ ଓ ହସ୍ପିଟାଲ ପରିଦର୍ଶନ

ପଦ୍ମପୁର -  ପାଇକମାଲ ଓ ବିଭିନ୍ନ ଗ୍ରାମ ଅଞ୍ଚଳରେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ନେତୃତ୍ବରେ ଜନ ସାଧାରଣଙ୍କୁ ମାସ୍କ ବଣ୍ଟନ କରାଯିବା ସହ ପ୍ରତିଦିନ ମାସ୍କ ପିନ୍ଧି ଘରୁ ବାହାରିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଥିଲା  । ଆଜି  ପାଖାପାଖି ଏକ ହଜାର ଲୋକଙ୍କୁ ମାକ୍ସ ବଣ୍ଟନ…

କୋଭିଡ-୧୯  ମୁକାବିଲା ପାଇଁ ସହଯୋଗର ହାତ ବଢ଼ାଇଲେ ଓଡିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ 

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅଧ୍ୟକ୍ଷ ଅମରେଶ ପ୍ରଦାନ କଲେ ୩ ମାସର ଅନରାରିୟମ ଭୁବନେଶ୍ଵର-(ଶାସକ ପ୍ରଶାସକ) :  ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ କରୋନା ଲଢେଇ ପାଇଁ ମନ୍ତ୍ରୀ ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଆର୍ଥିକ ସହାୟତା ପ୍ରଦାନ କରିଥିବା ବେଳେ ଏଥିରେ…

କୋବିଦ ଲଢେଇରେ ହାରିଗଲେ ପୋଲିସ ଏସିପି 

କୋବିଦ ୧୯ କୁ ନେଇ ସାରା ବିଶ୍ୱ ଲଢେଇ କରୁଥିବା ବେଳେ ଆଜି ସେ ଲଢେଇରେ ହାରି ଯାଇଛନ୍ତି ଜଣେ ବରିଷ୍ଠ ପୋଲିସ ଅଫିସର | ଆଜି କୋବିଦ ୧୯ ଲଢେଇରେ ହାରିଯାଇଥିବା ବରିଷ୍ଠ ପୋଲିସ ଅଧିକାରୀ ଜଣକ ହେଲେ ଲୁଧିଆନାରେ ଏସିପି ଅନିଲ କୋହଲି | ସେ ଦୀର୍ଘ ୩୦ ବର୍ଷ ଧରି ପଞ୍ଜାବ ପୋଲିସ ବାହିନୀରେ କାର୍ଯ୍ୟ…

ବୁର୍ଲାକୁ କୋବିଦ-୧୯ ପରୀକ୍ଷା ପାଇଁ ଅନୁମତି ଦେଲେ ଆଇସିଏମଆର

ଭିମସାର ବୁର୍ଲାକୁ କୋବିଦ-୧୯ ପରୀକ୍ଷା ପାଇଁ ଅନୁମତି | ଅନୁମତି ଦେଲେ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧିନସ୍ଥ  ଆଇସିଏମଆର | ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା |