ବିଏମସି ଏରିଆରୁ ଚିହ୍ନଟ ହେଲେ ୫୨ ଆକ୍ରାନ୍ତ 

0

ଭୁବନେଶ୍ୱର(ଶାସକ ପ୍ରଶାସକ) : ଆଜି ଭୁବନେଶ୍ୱର ମହାନଗରନିଗମ ଅଂଚଳରୁ ୫୨  ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ୫୨   ଜଣଙ୍କ ମଧ୍ୟରୁ ୩୪ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ମାତ୍ର ୧୮ ଜଣ ଚିହ୍ନଟ ହୋଇଛନ୍ତି | ମହାନଗର ନିଗମରେ ୧୧୮୨ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ  ୫୨୩ ଜଣ ସୁସ୍ଥ ହେଲେଣି |  କରୋନା ଆକ୍ରାନ୍ତ ହୋଇ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬୪୬   ଟି ସକ୍ରିୟ ମାମଲା ରହିଛି |

 

Leave A Reply

Your email address will not be published.