ସୁନୀଲ କୁମାର ଦାଶ ଙ୍କ ୬୫ ତମ ଜନ୍ମତିଥି ରେ ଏଥର ସମ୍ଭାଳ ସାପ୍ତାହିକ ପତ୍ରିକା ଉନ୍ମୋଚିତ l
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆଜି ୨୦/୫/୨୬ ଶିକ୍ଷକ ନେତା ତଥା ସାମ୍ବାଦିକଙ୍କ ପିତାମହ ଭୀଷ୍ମ କୁହାଯାଉଥିବା ସ୍ୱ. ସୁନୀଲ କୁମାର ଦାଶ ଙ୍କ ୬୫ ତମ ପୁଣ୍ୟ ତିଥିରେ ଚଳିତ ବର୍ଷ ର ସୁନୀଲ ମୋମରିଆଲ ଚାରିଟେବଲ ଫାଉଣ୍ଡେସନ ଏବଂ ସୁନୀଲ ଦାଶ ସ୍ମୃତି କମିଟି ତରଫରୁ ସଭା କାର୍ଯ୍ୟ ସ୍ଥାନୀୟ…