କଲ୍ୟାଣ ବିଭାଗ ଶିକ୍ଷକ ଓ ଶିକ୍ଷାନୁପରିଦର୍ଶକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୭.୪୫ ଲକ୍ଷ ଟଙ୍କା

ରାୟଗଡ଼ା ରୁ ସିଦ୍ଧାର୍ଥ ଦାଶ : ରାୟଗଡ ଜିଲ୍ଲା କଲ୍ୟାଣ ବିଭାଗ ଶିକ୍ଷକ ଓ ଶିକ୍ଷାନୁପରିଦର୍ଶକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ରେକର୍ଡ ପରିମାଣର ୭,୪୫,୬୧୧ ଟଙ୍କାର ଅର୍ଥ ରାଶି ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି । ରାୟଗଡ଼ ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର…

ରାଜବୋଡାସମ୍ବର ଟ୍ରକ ମାଲିକ ସଙ୍ଘ ପକ୍ଷରୁ ଅସହାୟଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ ।

ପଦ୍ମପୁର-କରୋନା ଭୂତାଣୁ ଓ ମଣିଷ ଲଢେଇରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଙ୍ଖା ବଢିବାରେ ଲାଗିଛି । ପ୍ରଥମ ପର୍ଯ୍ୟାୟ ତାଲାବନ୍ଦ ପରେ ଏବେ ଦ୍ବିତୀୟ ପର୍ଯ୍ୟାୟ ତାଲାବନ୍ଦ ଜାରି ରହିଛି । ତାଳାବନ୍ଦ ଯୋଗୁଁ ଅତ୍ୟାବଶ୍ୟକ ସେବା ବ୍ୟତୀତ ସମସ୍ତ ସେବା ବନ୍ଦ ରହିଛି । ଏହି ତାଲାବନ୍ଦ ଅସହାୟ…

ଭଦ୍ରକ ଜିଲ୍ଲାରୁ ପୁଣି ୪ ପଜିଟିଭ |

ଭୁବନେଶ୍ୱର (ଶାସକ ପ୍ରଶାସକ )ପୁଣି ୪ କରୋନା ପଜିଟିଭ ଚିହ୍ନଟ । ଏମାନେ ସମସ୍ତେ ଭଦ୍ରକ ଜିଲ୍ଲାରୁ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାପଡ଼ିଛି । ଏମାନଙ୍କ ବୟସ ଯଥାକ୍ରମେ  ୪୦, ୨୯  ୪୧ ଓ ୨୪ ବର୍ଷ |  ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୯୪ ରେ ପହଁଚିଲା । ଏମାନଙ୍କ ମଧ୍ୟରୁ 2ଜଣ…

୧୫ ଦିନ ଭିତରେ ବଲାଙ୍ଗୀର, ୨୦ ଦିନ ଭିତରେ ବାରିପଦାରେ ହେବ କୋଭିଡ ଟେଷ୍ଟ

http://www.youtube.com/watch?v=VQuPzgYIwLA ଦିଲ୍ଲୀପ କୁମାର ମହାନ୍ତି/ ବାରିପଦା- ସମଗ୍ର ବିଶ୍ବର ୨୧୦ ଦେଶରେ ମହାମାରୀ କରୋନା କାୟା ବିସ୍ତାର କରି ଥିବା ବେଳେ ଭାରତରେ  ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଓଡିଶା ସରକାର ମଧ୍ୟ…

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ:  ୩୩ କୋଟିରୁ ଅଧିକ ଗରିବ ଲୋକ ପାଇଲେଣି  ୩୧,୨୩୫  କୋଟି ଟଙ୍କାର ଆର୍ଥିକ…

• 20.05 କୋଟି ମହିଳା ଜନଧନ ଖାତାଧାରୀଙ୍କ ମଧ୍ୟରେ 10,025 କୋଟି ଟଙ୍କା ବଣ୍ଟାଯାଇଛି • 2.82 କୋଟିରୁ ଅଧିକ ବୃଦ୍ଧ, ବିଧବା ଓ ଭିନ୍ନକ୍ଷମ ଭତ୍ତା ବାବଦରେ ପାଇଛନ୍ତି 1405 କୋଟି ଟଙ୍କା • ପିଏମ-କିଷାନ ଯୋଜନାର ପ୍ରଥମ କିସ୍ତିରେ 8 କୋଟି ଚାଷୀଙ୍କୁ ମିଳିଛି 16,146 କୋଟି ଟଙ୍କାର ସହାୟତା…

କୋଟାରେ ଫସିଥିବା ପିଲାଙ୍କୁ ଫେରାଇ ନେବା ପାଇଁ ରାଜ୍ୟ ସରକାରଙ୍କ ସହଯୋଗ ଲୋଡିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗେହଲୋତ 

ପାଠ ପଢିବାକୁ ଯାଇ କୋଟାରେ ଫସିଛନ୍ତି ଓଡ଼ିଶାର ୧୦୦୦ ଛାତ୍ରଛାତ୍ରୀ  ଭୁବନେଶ୍ୱର (ଶାସକ ପ୍ରଶାସକ) କୋଟା ରେ ଫସିଥିବା ଓଡ଼ିଶା ତଥା ଅନ୍ୟ ରାଜ୍ୟର ଛାତ୍ରଛାତ୍ରୀଙ୍କୁ ମାନବିକତା ଦୃଷ୍ଟିରୁ ନିଜ ନିଜ ରାଜ୍ୟକୁ ଫେରାଇ ନେବା ପାଇଁ ରାଜସ୍ଥାନ ସରକାର ଅନୁରୋଧ କରିଛନ୍ତି | ଜାମ୍ମୁ କାଶ୍ମୀର…

ରେଙ୍ଗାଲି ବିଧାୟକ ନାଉରୀ ନାଏକଙ୍କ ଦ୍ୱାରା ମାସ୍କ ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମ

ସମ୍ବଲପୁର-ଝାରସୁଗୁଡା ବ୍ୟୁରୋ ଚିଫ୍ ରମାକାନ୍ତ ବିଶ୍ବାଳ : ରେଙ୍ଗାଲି ବ୍ଳକ ଅନ୍ତର୍ଗତ ଲଇଡା, ରେଙ୍ଗଲୋଇ ପଞ୍ଚାୟତର ଗଣ୍ଡାକୋନା,କିନାଲୋଈ ରଜୁନାଡିହି,ଝାଙ୍ଖରପାଲି ର ଗୁମଲୋଇ ଓ ଠୁରୁପାଲି, ଠାମ୍ପରକେଲା ରେ ଆଜି ରେଙ୍ଗାଲି ବିଧାୟକ ନାଉରୀ ନାଏକ ସାମାଜିକ ଦୁରତା ରଖି  ମାସ୍କ ବଣ୍ଟନ …

“ପିଲାଏ ମୋର ବୋଲ କର “

ଭୁବନେଶ୍ୱର(ଶାସକ ପ୍ରଶାସକ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକ୍ ଡାଉନ୍ ସମୟରେ ରାଜ୍ୟର ସାନ ପୁଅଝିଅମାନଙ୍କୁ କେତେକ ସନ୍ଦେଶ ଦେଇଛନ୍ତିା କରୋନାକୁ ମିଳିମିଶି ଲଢ଼ିବା, ସାବଧାନ ରହିବା, ହାତଧୋଇବା, ମନ ଖୁସି ରଖିବା  ଓ ମା'ବାପାଙ୍କୁ ସାହାଯ୍ୟ କରିବା ପାଇଁ  ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ…

ଖଇରଭାଡ଼ିର ସହଦେବ ଦାସ ଦୀର୍ଘ ୩୦ବର୍ଷରୁ ଆବାସ ଯୋଜନାରୁ ବଞ୍ଚିତ।

ବଲାଙ୍ଗୀର(ନିରୋଜ ମିଶ୍ର) : ବଲାଙ୍ଗୀର ସହର ସହ ଜିଲ୍ଲା ଗୁଡିକରେ ଉଭୟ ସରକାରଙ୍କ ବିଭିନ୍ନ ଯୋଜନା ଗୁଡ଼ିକ ମଧ୍ୟରୁ ଆଭାସ ଯୋଜନା ଅନ୍ୟତମ ଯେଉଁଥିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବ ଶ୍ରେଣୀର ପ୍ରକୃତ ହିତାଧିକାରୀ ଙ୍କ ପାଇଁ ପ୍ରସ୍ତୁତ  ହେଉଥିବା ବେଳେ ବଲାଙ୍ଗୀର ପୁଇଁତଲା ବ୍ଲକ…

ଭଦ୍ରକରୁ ଆସି କାହାକୁ ନକହି ବହି ବାଣ୍ଟିଲେ ଶିକ୍ଷାଧିକାରୀ : କୋକୁଆ ଭୟ

ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବା ପାଇଁ ବିଡିଓଙ୍କ ନିର୍ଦ୍ଦେଶ  ବଲାଙ୍ଗୀର (ନିରୋଜ ମିଶ୍ର) :  କରୋନା ମୁକାବିଲା ପାଇଁ ମାର୍ଚ୍ଚ ୨୫ରୁ ପ୍ରାୟ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିବାରୁ ଅଧିକାଂଶ ଅଧିକାରୀ ଛୁଟି ଭାବି ନିଜ ନିଜ ଗାଁକୁ ଚାଲିଯାଇଥିବା ବେଳେ ଏପ୍ରିଲ ୨୦ରୁ କିଛି…