ଡାକ୍ତର କେମିତି ହେବେ ଏଭଳି ଦାୟିତ୍ୱହୀନ !!!
ସ୍ବାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ଅବହେଳାର ଚରମ ଉଦାହରଣ, ଆଇସୋଲେସନ ୱାର୍ଡ଼ ପରିବର୍ତ୍ତେ ସାଧାରଣ ୱାର୍ଡ଼ରେ ଭର୍ତ୍ତି କରିଥିଲେ ଡାକ୍ତର
ଜ୍ବର ଓ ଥଣ୍ଡା ଯୋଗୁଁ ଚିକିତ୍ସିତ ଅବସ୍ଥାରେ କୋରୋନା ଭୂତାଣୁ ସଂକ୍ରମଣ ଜଣାପଡ଼ିଲା।
ଝାରସୁଗୁଡ଼ା :(ସୁଭାଷ ସହାରେ) / ଝାରସୁଗୁଡ଼ା ଏଡିଏମଓ ଏକ ୫୪ ବର୍ଷ…