ଆଜି ୫୦ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା
ସାରାଦେଶରେ ଆଜି କାରଣ ୫୨,୧୨୩/ ୭୭୫
ନୂଆଦିଲ୍ଲୀ (ଏସପିବି) ଆଜି ସାରା ଦେଶରେ ଗତ ୨୪ ଘଣ୍ଟା ଭିତରେ ୫୨,୧୨୩ କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ ୭୭୫ ଜଣଙ୍କ ମୃତ୍ୟୁ ହୋଇଛି | ଲଗାତାର ଦ୍ଵିତୀୟ ଦିନ ପାଇଁ ଦେଶରେ ୫ଲକ୍ଷରୁ ଅଧିକ କୋଭିଡ ନମୁନା ପରୀକ୍ଷା କରାଯାଇଛି | ଦେଶରେ ମୋଟ…