ବନ ବିଭାଗ ଚଢ଼ାଉ : ହରିଣ ମାଂସ ଜବତ , ଦୁଇ ଗିରଫ 

ସମ୍ବଲପୁର ,(ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ଜ଼ିଲ୍ଲା  ବଡରମା ରେଞ୍ଜ ଅଧୀନ ଆମ୍ବଲାଙ୍ଗ ନିକଟସ୍ଥ ପେଟ୍ରୋଲ ପମ୍ପ ପଛ ପାଖରେ ଥିବା ଏକ ଘରେ ଆଜି ଦିନ  ୧୧ଟାରେ ବନ ବିଭାଗ ଚଢ଼ାଉ କରିଥିଲା l ସେଠାରୁ ସାଢେ ୪ କେଜି ହରିଣ ମାଂସ, ୨ଟି ଟାଙ୍ଗିଆ, ଗୋଟିଏ ପନିକି, ତାରଫାଶ, ତରାଜୁ, ରୋଷେଇ…

ପାଟଣାଗଡ଼ରେ ରାଏମନ ଫାଉଣ୍ଡେସନ ତରଫରୁ ଦିଵ୍ୟାଙ୍ଗଙ୍କୁ  ରାସନ୍ ସାମଗ୍ରୀ ବଣ୍ଟନ

ପାଟଣାଗଡ଼/ସ୍ୱତନ୍ତ୍ର ପ୍ରତିନିଧି ବିମଲ ଯାଦବ - ଲକଡାଉନ ପାଇଁ ସରକାର ତଥା ଅନ୍ୟାନ୍ୟ ଅନୁଷ୍ଠାନ ତରଫରୁ ଅସହାୟ ଲୋକଙ୍କୁ କିଏ ରନ୍ଧା ଖାଦ୍ୟ ତ କିଏ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି। ଇତି ମଧ୍ୟରେ ରାଏମନ ଫାଉଣ୍ଡେସନ ତରଫରୁ ଟିଟିଲାଗଡ, କଣ୍ଟାବାଞ୍ଜିରେ ରାସନ୍ ସାମଗ୍ରୀ ବଣ୍ଟନ କରାଯାଇଥିଲା,…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ଦେଲେ ବିଧାୟକ ସରୋଜ ମେହେର 

 ପାଟଣାଗଡ/ ସ୍ୱତନ୍ତ୍ର ପ୍ରତିନିଧି ବିମଲ ଯାଦବ  : ବିଶ୍ୱ ମହାମାରୀ କରୋନା ମୁକାବିଲା ପାଇଁ ପାଟଣାଗଡ ବିଧାୟକ ସରୋଜ କୁମାର ମେହେର ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ନିଜ ଦରମା ଟଙ୍କାରୁ ୧ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରିଛନ୍ତି | ବିଧାୟକ ଶ୍ରୀ ମେହେର ପାଟଣାଗଡ ଉପଜିଲ୍ଲାପାଳ ସୋମନାଥ…

ସି.ଆର.ପି.ଏଫ. ଜବାନଙ୍କ ବଦାନ୍ୟତା 

ବୁଗୁଡା/ଡ଼ଃ  କୁମୁଦ ଚନ୍ଦ୍ର ବେହେରା:  ବୁଗୁଡା ବ୍ଲକ ଖୋଳଖାଳି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତାଳସାକର ଗ୍ରାମର ଜଣେ ସି.ଆର.ପି.ଏଫ. ଜବାନଙ୍କ ବଦାନ୍ୟତା ପାଇଁ ଅଞ୍ଚଳରେ ପ୍ରଶଂସାର ପାତ୍ର ହୋଇପାରିଛନ୍ତି। ଜବାନ ସନ୍ତୋଷ କୁମାର ଜେନା କିଛି ଦିନ ପୂର୍ବେ ଖୋଳଖାଳି ଗ୍ରାମର ଚାରିଗୋଟି ମନ୍ଦିରରେ…

ଅସହାୟ ହାଡ଼ଙ୍କୁ ସାହାହେଲା ମାହେଶ୍ୱରୀ ସଂଗଠନ 

ବଲାଙ୍ଗୀର/ ନିରୋଜ ମିଶ୍ର : ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ପନେସରା ଗାଁର ଅସହାୟ ମହିଳା ହାଡ ସାହୁ। ମୂଲଲାଗି ପରିବାର ପରିପୋଷଣ କରନ୍ତି । କାମକୁ ନ ଗଲେ ତାଙ୍କ ଘରେ ଚୁଲି ଜଳେନି। ଏପରି ପରିସ୍ଥିତିରେ ଦିନେ ସେ କାମ କରୁଥିବା ବେଳେ ପଡି ଗଲେ। ଫଳରେ ତାଙ୍କ ବାମ ହାତର ହାଡ଼…

ଲକ ଡାଉନ ବେଳେ ବେଆଇନ ବିଦେଶୀ  ମଦ କାରବାର : ୨ ଗିରଫ

ବଡ଼ବିଲ (ଶାସକ ପ୍ରଶାସକ) ଲକ୍‌ଡାଉନ୍‌ ସମୟରେ ମଦ ଦୋକାନ ଗୁଡ଼ିକ ବନ୍ଦ ରହିଥିବାରୁ ବଡ଼ବିଲ ଯୋଡ଼ା ଖଣି ଅଞ୍ଚଳରେ ବେଆଇନ ମଦ କାରବାର ବହୁ ଗୁଣରେ ବୃଦ୍ଧି ପାଇଛି। ଅବକାରୀ ବିଭାଗ ସମସ୍ତ ମଦ ଦୋକାନ ଓ ବାର ସିଲ କରିଥିବା କହୁଥିବା ବେଳେ ମଦ କାରବାର ଅବାଧରେ ଚାଲୁଥିବା ସାଧାରଣରେ ଅଭିଯୋଗ…

ପାଟଣାଗଡ ବ୍ରିଜ ଭୁଶୁଡିବା ଘଟଣା: ତଦନ୍ତ ସାରି ଫେରିଲେ ଦୁଇ ମୁଖ୍ୟଯନ୍ତ୍ରୀ

ପାଟଣାଗଡ଼/ ବିମଲ ଯାଦବ : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ପାଟଣାଗଡ଼ର ତମିଆଁ- ମୁଦଲସର ସୁକ‌ତେଲ୍‌ ସେତୁ ଭୁଶୁଡ଼ି ପଡ଼ିବା ଘଟଣାର ତଦନ୍ତ ସାରି ଫେରିଛନ୍ତି ତଦନ୍ତକାରୀ ଦଳ। ଆଜି ଦୁଇଜଣ ମୁଖ୍ୟଯନ୍ତ୍ରୀ ସତ୍ୟଜିତ ଚକ୍ରବର୍ତ୍ତୀ, ହେମନ୍ତ କୁମାର ଦତ୍ତ, ଅଧୀକ୍ଷଣ ଯନ୍ତ୍ରୀ କାଳି ପ୍ରସାଦ ମହାକୁଡ଼ ଓ…

କର୍ମଚାରୀଙ୍କ ଦରମା କାଟ ସମ୍ପର୍କିତ ଅଧ୍ୟାଦେଶକୁ ରାଜ୍ୟପାଳଙ୍କ ମଞ୍ଜୁରୀ 

ତିରୁବନନ୍ତପୁରମ/ଏସପିବି -  ବିରୋଧୀ କଂଗ୍ରେସ ଓ ବିଜେପିର ବିରୋଧ ସତ୍ତ୍ୱେ ସରକାରୀ କର୍ମଚାରୀଙ୍କ ଦରମା କାଟିବା ପାଇଁ କେରଳ ସରକାରଙ୍କ ଦ୍ୱାରା ଜାରି ଏକ ଅଧ୍ୟାଦେଶକୁ ରାଜ୍ୟପାଳ ଅରିଫ ମହମ୍ମଦ ଖାନ ମଞ୍ଜୁରୀ ଦେଇଛନ୍ତି | ଏହି ଅଧ୍ୟାଦେଶ ବଳରେ ଜାରି ରହିଥିବା ଏହି କରୋନା ମହାମାରୀ…

ଗଛରେ ପିଟିଲା ବାଇକ , 2 ଯୁବକ ମୃତ

ବୋୖଦ୍ଧ(ଦୋଳଗୋବିନ୍ଦ ନାଏକ) : ବୋୖଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ବାସୁଦେବ ପାଲି ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଘଟଣା ସ୍ଥଳରେ ପ୍ରାଣ ହରାଇଛନ୍ତି  2ଯୁବକ ।  ସୁଚନା ମୁତାବକ ଗତ କାଲି ବିଳମ୍ବିତ ରାତିରେ ବୋୖଦ୍ଧ ରୁ ସୋନପୁର ଅଭିମୁଖେ ଗୋଟିଏ ବାଇକ ରେ ଯାଉଥିବା ବେଳେ…

 ଶତାଧିକ ଭିନ୍ନକ୍ଷମ ଙ୍କୁ ସହାୟତା ପ୍ରଦାନ କଲେ ଜିଲ୍ଲା ପରିଷଦ ସଦସ୍ୟା 

ହାଟଡିହି, (ମକରଧ୍ବଜ ଜେନା) -କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ 37 ନମ୍ବର ଜିଲ୍ଲା ପରିଷଦ ସଦସ୍ୟା ପ୍ରଣତି ଦେଓ ଶତାଧିକ ଭିନ୍ନକ୍ଷମଙ୍କୁ ସହାୟତା ପ୍ରଦାନ କରିଛନ୍ତି. ନିଜ ଗ୍ରାମ ଡ଼ଅଁର ସମେତ ବିଭିନ୍ନ ଗ୍ରାମ କୁ ଚାଲି ଚାଲି ଯାଇ ଭିନ୍ନକ୍ଷମଙ୍କୁ ସାବୁନ, ମାକ୍ସ, ଚାଉଳ, ଆଳୁ, ଡାଲି, ଲୁଣ,…