ସମ୍ବଲପୁର ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏକ ରକ୍ତ ଦାନ ଶିବିର

http://www.youtube.com/watch?v=7gEqK5n11yo ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏକ ରକ୍ତ ଦାନ ଶିବିର କଚେରୀ ରୋଡ଼ ସ୍ଥିତ ଦଳୀୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଥିଲା । ସାମାଜିକ ଦୂରତା ରକ୍ଷା କରି ଶିବିର ରେ ମୋଟ  ୩୫ ୟୁନିଟ ରକ୍ତ…

ଯୁବ ବିଜେଡି ନେତା ମାନସ ସାହୁଙ୍କ ଅକାଳ ବିୟୋଗରେ ଯୁବ ବିଜେଡି ରାଜ୍ୟ ସଭାପତିଙ୍କ ଶୋକ 

  ଭୁବନେଶ୍ୱର(ଶାସକ ପ୍ରଶାସକ) : ବିଜୁ ଯୁବଜନତା ଦଳର ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ସଭାପତି ତଥା ବ୍ରଜରାଜନଗର ପୌରସଂସ୍ଥାର ତିନି ତିନି ଥର କାଉନସିଲର ରହିଥିବା ଟାଣୁଆ ଯୁବନେତା ମାନସ ସାହୁଙ୍କ ହୃଦଘାତରେ  ଅକାଳ ବିୟୋଗ ଘଟିଛି । ତାଙ୍କ ଅକାଳ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି…

ରୁଷିଆ ପ୍ରଧାନମନ୍ତ୍ରୀ କରୋନା ପଜିଟିଭ 

ମସ୍କୋ : କରୋନା ରୋଗରୁ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ସୁସ୍ଥ ହୋଇ କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ଏବେ ରୁଷିଆ ପ୍ରଧାନମନ୍ତ୍ରୀ ମିଖାଇଲ ମିସୁଷ୍ଟିନ କରୋନା ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି | ନିକଟରେ ହୋଇଥିବା ପରୀକ୍ଷାରୁ ତାଙ୍କ ଦେହରେ କରୋନା ପଜିଟିଭ ଥିବା ନିଜେ ସୂଚନା…

ରବି ଧାନ ସଂଗ୍ରହ ପାଇଁ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ନୀତି ନିର୍ଦ୍ଧାରଣ ବୈଠକ

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ): ରବିଋତୁ ଧାନ ସଂଗ୍ରହ ପାଇଁ ଆଜି  ସମ୍ବଲପୁର ଜ଼ିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ନୀତି ନିର୍ଦ୍ଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜ଼ିଲ୍ଲାପାଳ ଙ୍କ ସମ୍ବିଳନୀ କକ୍ଷରେ ଅନୁଷ୍ଠିତ  ଏହି ବୈଠକରେ ଆସନ୍ତା ମଇ 11 ତାରିଖରୁ ରବିଋତୁ ଧାନ ସଂଗ୍ରହ କରାଯିବ ବୋଲି…

ବଜ୍ରପାତରେ ଜଳିଗଲା ବିଧବା ବୃଦ୍ଧାଙ୍କ ଘର

ହାଟଡିହି/ ମକରଧ୍ୱଜ ଜେନା -କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବାଲିବରେଇ ପଞ୍ଚାୟତ ବଧଗଡିଆ ଗ୍ରାମ ରେ ବଜ୍ରପାତ ରେ ବିଧବା ବୃଦ୍ଧା ଯମୁନା ହୋ ଙ୍କ ର 3 ବଖରା ଘର ପୋଡି ଯାଇଛି. ଅଗ୍ନିକାଣ୍ଡ ରେ ଯମୁନା ଙ୍କ ର 9 ଟି ଛେଳି, 12 ଟି କୁକୁଡ଼ା, ବ୍ୟାଙ୍କ ପାସ ବହି, ଆଧାର ଓ ଭୋଟର କାର୍ଡ, ରାସନ…

ଜୁଆ ଆଡ୍ଡା ଉପରେ ଚଢ଼ାଉ : ବନ୍ଧା ହେଲେ ଛଅ ଜୁଆଡ଼ି

ଛଅ ମୋବାଇଲ, ଆଠ ମୋଟରସାଇକଲ ଓ ନଗଦ ଟଙ୍କା ଜବତ ପଦ୍ମପୁର- ତାଲା ବନ୍ଦ ଯୋଗୁଁ ଲୋକେ ଘରେ ରହୁଛନ୍ତି , ଅତ୍ୟାବଶ୍ୟକ କାମ ନ ହେଲେ କେହି ଘରୁ ବାହାରୁ ନାହାଁନ୍ତି । ହେଲେ ପଦ୍ମପୁର ଉପଖଣ୍ଡ ବୁଡେନ ଥାନା ଗୁଠୁର୍ଲା ଅଞ୍ଚଳରେ କିଛି ଅସାଧୁ ବ୍ୟକ୍ତି ତାଳାବନ୍ଦର ସୁଯୋଗ ନେଇ  ଜୁଆ ଖେଲ ଚଲାଇଥିଲେ…

ପିଏମ କେୟାର୍ସ ଫଣ୍ଡ ପାଇଁ ବୁଲି ବୁଲି ଲୋକଙ୍କଠୁ ପାଣ୍ଠି ସଂଗ୍ରହ କରୁଛନ୍ତି ବିଧାୟିକାକୁସୁମ

ଲୋକଙ୍କୁ  ଏ ଅସମୟରେ ଦେଉଛନ୍ତି ସାମାଜିକ ଦୂରତା ଏବଂ ସଚେତନତାର ବାର୍ତ୍ତା ସୁନ୍ଦରଗଡ଼/ ହୋରାଚାନ୍ଦ ଦେଉରିଆ:- ବିଶ୍ୱମହାମାରି କରୋନା ସଂକ୍ରମଣ ଭୁତାଣୁ କୁ ପରାସ୍ତ କରିବା ପାଇଁ ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଯୋଡ଼ି ହୋଇ ଏହି ଭୟାବହ ଭୁତାଣୁ ସଂକ୍ରମଣ ରୁ ଜନସାଧାରଣଙ୍କୁ ସଚେତନତା…

କରୋନା ଲଢେଇ : ପାଂଚବର୍ଷର ଶିଶୁ ଜି.କିଷ୍ଣା ବଢ଼ାଇଲେ ସହାୟତାର ହାତ

ପଦ୍ମପୁର:- ବୟସ ସିନା କମ ହେଲେ ହୃଦୟ ଟା ଅନେକ ବଡ଼ ।ବର୍ତ୍ତମାନ ସାରା ବିଶ୍ୱ କୋରୋନା ସହିତ ମୁକାବିଲା କରୁଛି । ପ୍ରତାକ୍ଷ ଓ ପରୋକ୍ଷ ଭାବରେ ଅନେକ ବ୍ୟକ୍ତି ଓ ଅନୁଷ୍ଠାନ ସରକାର ଙ୍କର ସହିତ ମିଶି ଏହି ମହାମାରୀ ର ମୁକାବିଲା କରୁଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର କରୋନା ମୁକାବିଲା…

ଏକାଥରେ ୧୪ କରୋନା ପଜିଟିଭ : ଦୁଇ ଜଣ ତିନି ବର୍ଷିଆ ଶିଶୁ 

ଏକାଥରେ ୧୪ କରୋନା ପଜିଟିଭ ବାହାରିଛନ୍ତି ଆଜିର ଦ୍ଵିତୀୟ ଦଫାରେ | ଆଜି ଦିନର ସେକେଣ୍ଡ ଅପଡେଟ ରେ ସରକାରଙ୍କ ପକ୍ଷରୁ ଏ ସୂଚନା ଦିଆଯାଇଛି | ୧୪ ଜଣ ଯାକ ଯାଜପୁରରୁ | ଆଉ ସେମାନଙ୍କ ମଧ୍ୟରେ ଅଛନ୍ତି ଦୁଇ ଜଣ ତିନି ବର୍ଷିଆ ଶିଶୁ |  ସେମାନଙ୍କ ବୟସ ହେଲା ଯଥା କ୍ରମେ ୨୯ ବର୍ଷ (ପୁରୁଷ) ୨୮…

ସମ୍ବଲପୁର ଗସ୍ତରେ ଡିଜି ଅଭୟ, କରୋନା ଲଢେଇ ଉପରେ କଲେ ସମୀକ୍ଷା 

 http://www.youtube.com/watch?v=TiAD0Gt-Guw ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ): ପଶ୍ଚିମ ଓଡିଶା ରେ କରୋନାର ଏଣ୍ଟ୍ରି ପରେ ପୋଲିସ ଡିଜି ଅଭୟ ଆଜି ଦିନିକିଆ ଗସ୍ତରେ ସମ୍ବଲପୁର ପହଂଚି ସ୍ଥିତି ତଦାରଖ କରିଛନ୍ତି l ଭୁବନେଶ୍ୱରରୁ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ସମ୍ବଲପୁର  ରିଜର୍ଭ…