ରେଇନିକ୍ତିମାଲ ଗାଧୁଆ ବନ୍ଧରୁ କେହି ଦୁର୍ବୁର୍ତ୍ତ ହିଡ଼ ଭାଙ୍ଗି ପାଣି ଛାଡିଦେଲେ; ଲୋକେ ଗାଧୋଇବା ପାଣି ପାଇଁ ହାହାକାର
କୁଚିଣ୍ଡା, ୨୧।୫ (ଅଜୟ କୁମାର ବାଘ ) ଚଳିତ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଧରାପୃଷ୍ଟ ଅତ୍ୟନ୍ତ ଉତ୍ତପ୍ତ ରହୁଥିବା ବେଳେ ମନୁଷ୍ୟ ଠୁ ଧରି ଜୀବଜନ୍ତୁ, ପକ୍ଷୀ ସମସ୍ତେ ଗ୍ରୀଷ୍ମ ଯୋଗୁଁ ଅତିଷ୍ଟ l ଜଳ ଟୋପାଏ ପାଇଁ ସମସ୍ତେ ନାଁନା ଅସୁବିଧା ର ସମ୍ମୁଖୀନ ହେଉଥିବା ବେଳେ କେତେକ ସ୍ଥାନରେ ରାଜା ଶାସନ…