ଓଡିଆ ଲୋକମାନେ ଅସୀମ ଧୈର୍ଯ୍ୟ ଓ ସାହାସର ସହ କରୋନାର ମୁକାବିଲା କରୁଛନ୍ତି – ଧର୍ମେନ୍ଦ୍ର ପ୍ରଧାନ

 କଳିଙ୍ଗ ଯୁଦ୍ଧ, ନଅଙ୍କ ଦୁର୍ଭିକ୍ଷ, ସ୍ପାନିଶ ଫ୍ଲୁ, ବେଙ୍ଗଲ ଫେମିନି ଓ ଅନେକ ପ୍ରାକୃତିକ ଦୁର୍ବିପାକ ଓଡିଶାକୁ ଭାଙ୍ଗିପାରିନି  ଓଡିଆ ଲୋକମାନେ ସବୁ ପ୍ରତିକୂଳ ପରିସ୍ଥିତିରେ ଓଡିଶାକୁ ପୁଣି ପୁନଃନିର୍ମାଣ କରିଛନ୍ତି  ଲକ୍ଷ୍ମୀପୁର ଝିଅର ଗାଁ ବୁଲି ବ୍ୟାଙ୍କ୍ ସେବା, ପରିବା ଦୋକାନୀ…

କରଞ୍ଜକଟାରେ ରକ୍ତଦାନ ଶିବିର ଅନୁଷ୍ଠିତ 

ହରଭଙ୍ଗା/ ପ୍ରତାପ ମେହେର :ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ କରଞ୍ଜକଟା ପଞ୍ଚାୟତ ରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ଜୀବନ ଜ୍ୟୋତି ଓ ଜୀବନ ବିନ୍ଦୁ ର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଛି । ବୌଦ୍ଧର ବିଧାୟକ ଶ୍ରୀ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ…

ସୁରାଟ ଫେରନ୍ତା : ବୁଗୁଡା ବ୍ଲକରେ ୯୪୮ ଜଣ ଓ ବୁଗୁଡା ଏନଏସିରେ ୨୦୦  

 ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା:   ସୋମବାର ସନ୍ଧ୍ୟା ସୁଦ୍ଧା ବୁଗୁଡା ବ୍ଲକରେ ୯୪୮ ଜଣ ସୁରାଟ ଫେରନ୍ତା ପହଞ୍ଚିଥିବା ବେଳେ ବୁଗୁଡା ଏନଏସିରେ ପ୍ରାୟ ୨୦୦ ଜଣ ପହଞ୍ଚିଥିବା ଜଣାପଡିଛି। ରବିବାର ସନ୍ଧ୍ୟା ସୁଦ୍ଧା ୪୪୫ ଜଣ ପହଞ୍ଚିଥିବା ବେଳେ ଗତ ରାତ୍ର ଓ ଆଜି ସନ୍ଧ୍ୟା ସୁଦ୍ଧା ୫୧୩ ଜଣ…

କମିସନରେଟ ଅଂଚଳରେ ପୁଣି ଲାଗୁ ହେଲା ରାତ୍ରିକାଳୀନ ଯାତାୟାତ ନିଷେଧାଜ୍ଞା

ଭୁବନେଶ୍ୱର(ଶାସକ ପ୍ରଶାସକ)  କମିସନରେଟ ଅଂଚଳରେ ପୁଣି ଲାଗୁ ହେଲା ରାତ୍ରିକାଳୀନ ଯାତାୟାତ ନିଷେଧାଜ୍ଞା   |   ଆପାତତଃ ରାତ୍ରିକାଳୀନ କର୍ଫ୍ୟୁ  ସଦୃଶ କଟକଣା | କେନ୍ଦ୍ର ସରକାର ଲକ ଡାଉନ ଅବଧି ବୃଦ୍ଧି କରିବା ସମୟରେ ଜାରି କରିଥିବା ସତ୍ତାବଳୀକୁ ଭିତ୍ତି କରି ରାତିରେ ଯାତାୟାତକୁ କମିଶନରେଟ…

କୋବିଡ଼-19 ବରଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କର ତୁଫାନି ଗସ୍ତ

http://www.youtube.com/watch?v=Q177DUOhTjg ବରଗଡ(ଶାସକ ପ୍ରଶାସକ) :- ରାଜ୍ୟ ସରକାରଙ୍କର କୋବିଡ଼ 19 ବରଗଡ଼ ଜିଲ୍ଲା ପର୍ଯବେକ୍ଷକ ଶ୍ରୀ ବେଣୁଧର ବେହେରା ଜିଲ୍ଲାର ମାଣ୍ଡୋସିଲିରୁ ତାଙ୍କର ଗସ୍ତ କାର୍ଯକ୍ରମ ଆରମ୍ଭ କରିଥିଲେ । ରାଜ୍ୟକୁ ଫେରିବା ପାଇଁ ଚାହୁଁଥିବା ଲୋକ ମାନେ ଫେରିବା…

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଅମାନ୍ୟ : କେନ୍ଦୁପତ୍ର କର୍ମଚାରୀ ସଂଘର ଅସନ୍ତୋଷ 

ମୁଖ୍ୟମନ୍ତ୍ରୀଙ୍କ  ହସ୍ତକ୍ଷେପ  ଲୋଡିଲେ ସଂଘର ନେତା ପ୍ରଦୀପ ପୁରୋହିତ ପଦ୍ମପୁର(ଶାସକ ପ୍ରଶାସକ ) : ଲକ ଡାଉନ ସମୟରେ କୌଣସି ଶିଳ୍ପ ସଂସ୍ଥାରେ କାହାକୁ ଜଣକୁ ମଧ୍ୟ ଛଟେଇ କରାଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ବାନ କରିଥିଲେ  । ଓଡିଶା କେନ୍ଦୁପତ୍ର ସଂସ୍ଥାରେ…

 କୋଭିଡ-୧୯  ନୋଡାଲ ଅଫିସର ସୁଶୀଲ ଲୋହାନୀଙ୍କ ପଦ୍ମପୁର ଗ୍ରସ୍ତ 

ପଦ୍ମପୁର(ଶାସକ ପ୍ରଶାସକ ) :  କୋବିଡ - ୧୯ ସଂକ୍ରାନ୍ତୀୟ ତଦାରଖ ପାଇଁ ବରଗଡ଼ ଜିଲ୍ଲା ନିମନ୍ତେ ସରକାରଙ୍କ ତରଫରୁ ନିଯୁକ୍ତି ପ୍ରାପ୍ତ ନୋଡାଲ ଅଫିସର ସୁନୀଲ କୁମାର ଲୋହାନି ଆଜି ପଦ୍ମପୁର ଗ୍ରସ୍ତରେ ଆସି ପଦ୍ମପୁର ବିଜ୍ଞାପିତ  ଅଞ୍ଚଳ ପରିଷଦ ଏବଂ ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ ବିଭିନ୍ନ…

ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୫୩ ଜଣଙ୍କ ସ୍ୱାବ ରିପୋର୍ଟ ନେଗେଟିଭ : ଜିଲ୍ଲାପାଳ 

http://www.youtube.com/watch?v=JaEaJz24P4g ବଲାଙ୍ଗୀର/ ନିରୋଜ ମିଶ୍ର : ବଲାଙ୍ଗୀର ଜିଲା ଲିଖିରିଆ ଗାଁର ୨ ଯୁବକ କରୋନା ପଜିଟିଭ ଜଣାପଡିବା ପରେ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଉଭୟଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ତାଲିକା ପ୍ରସ୍ତୁତ କରାଯାଇଥିଲା । ସଂସ୍ପର୍ଶରେ…

ଅସହାୟ ଲୋକଙ୍କୁ ସହାୟତାର ହାତ ବଢ଼ାଇଲା ଆରଏମଏନଏସଆଇ

ରାଜଧାନୀର ବସ୍ତି ଅଂଚଳରେ ବାଣ୍ଟିଲା ଅତ୍ୟାବଶ୍ୟକ ସାମଗ୍ରୀ କିଟ  ଭୁବନେଶ୍ୱର (ଶାସକ ପ୍ରଶାସକ) :ସମଗ୍ର ବିଶ୍ୱ କରୋନା କବଳରେ ଛଟପଟ ହେଉଥିବା ବେଳେ ଭାରତରେ ମଧ୍ୟ  ଦୀର୍ଘ  ୪୦ ଦିନ ହେବ କୋବିଦ ୧୯  ମହାମାରୀ ତାର କାୟା ବିସ୍ତାର କରିଛି  | କୋବିଦ-୧୯ ମୁକାବିଲା କରିବା ପାଇଁ  ତଥା ଏହାର…

ସଜ ହେଇ ଆସିଥିଲେ ଦୋକାନ ଖୋଲିଲେ ଟାଙ୍କିବେ ବୋଲି : ହେଲେ ଦୋକାନ ଆଗରୁ ନିରାଶ ହୋଇଗଲେ

ପାଟଣାଗଡ/ ବିମଳ କୁମାର ବାଗ : କେତେ ଆଶା କରିଥିଲେ ତଂଟି ଟିକେ ଓଦା ହେବ ବୋଲି | ଆଶା କରି ଆସିଥିଲେ ଦୋକାନକୁ | ହେଲେ ଚୁନରେ ଗୋଲେଇ ଚିହ୍ନ ଗୁଡାକ ଗ୍ରାହକ ମାନଙ୍କ ପାଇଁ ଅପେକ୍ଷା କରିଥଲେ ମଧ୍ୟ ଦୋକାନ ଖୋଲି ନଥିଲା |ନିରାଶ ହୋଇ ଫେରିଥିଲେ ଦୋକାନ ପାଖରୁ |  ଏଇ  ଫଟୋଟି ହେଉଛି ବଲାଙ୍ଗୀର…