କୋରୋନା ଯୋଦ୍ଧା ଅଗ୍ନିସମ ସେବା କର୍ମଚାରୀଙ୍କୁକୁ ସମ୍ବର୍ଦ୍ଧିତ କରି ଉତ୍ସାହିତ କଲେ ସୁର 

ଜଟଣୀ-(ଶାସକ ପ୍ରଶାସକ): ମହାମାରୀ ସଂକ୍ରମଣ କୋରୋନା କୁ ପ୍ରତିହତ କରିବା ପାଇଁ କାର୍ଯ୍ୟ କରୁଥିବା ଜଟଣୀ ଅଗ୍ନିସମ ସେବା କେନ୍ଦ୍ର ର ସମସ୍ତ କର୍ମଚାରୀ କରୋନା ଯୋଦ୍ଧା ପରି କାର୍ଯ୍ୟ କରିଥିବାରୁ ଜଟଣୀ ନାଗରିକ କମିଟି ପକ୍ଷରୁ ସେମାନଙ୍କୁ କ୍ୟାପଟେନ ମନ୍ମଥ ରାଉତରାୟଙ୍କ ନେତୃତ୍ୱରେ ଆଜି…

ଜିଲ୍ଲାର ୧୪୯ଟି ପଞ୍ଚାୟତରେ ୨୦୭ ଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରସ୍ତୁତ : ଜିଲ୍ଲାପାଳ 

http://www.youtube.com/watch?v=67nz_BhWpBQ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କରୋନା ଭାଇରସର କଡା ମୁକାବିଲା କରିବା ପାଇଁ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେଥିପାଇଁ ସମଗ୍ର ଗଜପତି ଜିଲ୍ଲାର ମୋଟ ୧୪୯ ଟି ପଞ୍ଚାୟତରେ ୨୦୭ ଟି…

ମାଣିତରା ସଙ୍ଗରୋଧ କେନ୍ଦ୍ରରେ ଯୋଗ ଶିକ୍ଷା

ବୁଗୁଡା / ଡ଼ଃ କୁମୁଦ ଚନ୍ଦ୍ର ବେହେରା:  ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ସଙ୍ଗରୋଧ କେନ୍ଦ୍ରରେ ସୁରାଟ ଫେରନ୍ତା ଓଡ଼ିଆ ଭାଇମାନଙ୍କୁ ହାଇ ସ୍କୁଲ କ୍ରୀଡା ଶିକ୍ଷକ ପ୍ରଣବ ମହାନ୍ତ ଯୋଗ ଶିକ୍ଷା ଦେଉଥିବା ଜଣାପଡିଛି। ମାଣିତରାରେ ନୋଡାଲ ରେଜିଓନାଲ ହାଇ ସ୍କୁଲର ସେକେଣ୍ଡାରୀ ସେକସନ ଶ୍ରେଣୀ…

ସରକାରୀ କାଇଦା କାନୁନ କି ବୁଝେ ଭାବପ୍ରବଣତା !!!!

କଳିଙ୍ଗା ଘାଟିରେ ମୃତ୍ୟୁ ବରଣ କରିଥିବା ସ୍ବର୍ଗତ ଚିତ୍ତରଞ୍ଜନଙ୍କ ପରିବାର ସଙ୍ଗରୋଧ କେନ୍ଦ୍ରରେ ବୁଗୁଡା/ ଡ଼ଃ କୁମୁଦ ଚନ୍ଦ୍ର ବେହେରା:  ସୁରାଟରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଗଞ୍ଜାମକୁ ଫେରୁଥିବା ବସ ଗତ ମଇ ୨ ତାରିଖ ରାତ୍ରରେ କଳିଙ୍ଗା ଘାଟିରେ ଦୁର୍ଘଟଣା ଘଟିବା ଯୋଗୁଁ ୨ ଜଣ ମୃତ୍ୟୁବରଣ…

ପୁଣି ନୂଆ ତିନି ରୋଗୀ, ବାଲେଶ୍ୱରରୁ ସୁସ୍ଥ ହେଲେ ଜଣେ 

 ଭୁବନେଶ୍ୱର(ଶାସକ ପ୍ରଶାସକ) : ତୃତୀୟ ଅପଡେଟରେ ଯାଜପୁରରୁ ଜଣେ କରୋନା ପଜିଟିଭ | ବୟସ ୫୭ ବର୍ଷ | ଲିଙ୍କ କଲିକତା | ତାଙ୍କ ବିଷୟରେ ସବିଶେଷ ସୂଚନା ସଂଗ୍ରହ କରାଯାଇଛି | ରାଜ୍ୟରେ କରୋନା ପଜିଟିଭ ପହଁଚିଲା ୧୮୦ | ସୁହାନାଯୋଗ୍ୟ ଯେ ଦ୍ଵିତୀୟ ଅପଡେଟରେ ବାଲେଶ୍ୱରରୁ ଜଣେ ୪୮ ବର୍ଷୀୟ ବ୍ୟକ୍ତି…

ମୁକ୍ତିପଥ କାର୍ଯ୍ୟକ୍ରମ ଅନ୍ତର୍ଗତ ଅସହାୟ ମହିଳାଙ୍କ ଅନ୍ତିମ ସଂସ୍କାର କଲା ମାନବ ସେବା ସଂଘ

ମୃତକଙ୍କ ୪ ଶିଶୁଙ୍କ ସେବା ଯତ୍ନ କରିବା ଦାଇତ୍ୱ ନେଲା ଚାଇଲ୍ଡ ଲାଇନ୍‌ ବିଭାଗ ଝାରସୁଗୁଡା :-( ସୁବାସ ସାହାରେ ) ଝାରସୁଗୁଡ଼ା ଜିଲ୍ଲା ମାନବ ସେବା ସଂଘ ପକ୍ଷରୁ ମୁକ୍ତିପଥ କାର୍ଯ୍ୟକ୍ରମ ଜରିଆରେ ପୁଣି ଜଣେ ମହିଳାଙ୍କ ଅନ୍ତିମ ସତ୍କାର କରାଯାଇଛି । ମହିଳାଙ୍କ ନାମ ଶୋଭା ପାଣ୍ଡେ । ତାଙ୍କର…

କରୋନା ଯନ୍ତ୍ରଣା ବେଳେ ଦାଉ ସାଧିଲା କାଳ ବୈଶାଖୀ 

ପଦ୍ମପୁର/ଶାସକ ପ୍ରଶାସକ - କରୋନା ଭୂତାଣୁ ଯୋଗୁଁ ଓଡ଼ିଶାର ସମସ୍ତ ଜନସାଧାରଣ ଚିନ୍ତିତ ରହିଛନ୍ତି । କରୋନକୁ ଦମନ ପାଇଁ ତାଳାବନ୍ଦ ଜାରି ରହିଛି । ତାଳାବନ୍ଦ ଯୋଗୁଁ ଲୋକମାନେ ଘରୁ ବାହାରକୁ ବାହାରୁ ନାହାଁନ୍ତି । କାହାର କିଛି ଅତ୍ୟାବଶ୍ୟକ କାମ ହେଲେ ବାହାରକୁ ବାହାରୁଛନ୍ତି । ମୁଖ୍ୟତଃ…

ନିୟମ ମାନୁନଥିବା ଦୋକାନୀଙ୍କୁ ଚେତାବନୀ, ନିୟମ ପାଳନ ନ କଲେ ଦୋକାନ ହେବ ସିଲ

ବରଗଡ/ ଶାସକ ପ୍ରଶାସକ :- ଆଜି ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦରୁଆନ ତାଙ୍କ ନିୟମିତ କାର୍ଯ୍ୟକ୍ରମ ଅନ୍ତର୍ଗତ ପାଇକମାଲ ପହଂଚିବା ସମୟରେ ପାଇକମାଲ ମୁଖ୍ୟ ଛକ ଠାରେ ଥିବା କିଛି ଦୋକାନରେ କୋବିଡ଼ 19 ସମ୍ପର୍କରେ ସରକାର ଜାରି କରିଥିବା ନିୟମର ଖୋଲାଖୋଲି ଉଲ୍ଲଂଘନ ହେଉଥିବା ଦେଖିବାକୁ…

ପରିବର୍ତ୍ତିତ ୟୁଜିସି ଗାଇଡ଼ ଲାଇନ : ଉଚ୍ଚ ଶିକ୍ଷାମନ୍ତ୍ରୀ ନେଲେ କୁଳପତିମାନଙ୍କ ଗୁରୁତ୍ୱପୂର୍ଣ ବୈଠକ 

ଭୁବନେଶ୍ୱର(ଶାସକ ପ୍ରଶାସକ) : ଲକ ଡାଉନ କଟକଣା ଯୋଗୁ ବ୍ୟାହତ ହୋଇଥିବା ଶିକ୍ଷା ବ୍ୟବସ୍ଥାକୁ ସ୍ୱାଭାବିକ କରିବା ପାଇଁ ବିଶ୍ୱ ବିଦ୍ୟାଳୟ ଅନୁଦାନ ଆୟୋଗ ଆସନ୍ତା ଶିକ୍ଷାବର୍ଷ ପାଇଁ ଶିକ୍ଷାଦାନ ଓ ପରୀକ୍ଷା କ୍ୟାଲେଣ୍ଡର ପ୍ରସ୍ତୁତ କରିଛନ୍ତି |  ଏହି ପରିପ୍ରେକ୍ଷୀରେ ରାଜ୍ୟରେ ସମସ୍ତ ବିଶ୍ୱ…

ମୟୁରଭଂଜ ପ୍ରଶାସନର ପଦକ୍ଷେପ ପରେ କୋଟାରୁ ଘରକୁ ବାହୁଡ଼ିଲେ ଛାତ୍ରଛାତ୍ରୀ

 ବସ ଚାଳକ ଓ କର୍ମଚାରୀ ସମେତ ସଙ୍ଗରୋଧ କେନ୍ଦ୍ରରେ ହେଲେ ଭର୍ତ୍ତି  ବାରିପଦା(ଦିଲ୍ଲୀପ ମହାନ୍ତି)- ରାଜସ୍ଥାନ ରାଜ୍ୟର କୋଟା ଜିଲ୍ଲାରେ ଫଶି ରହିଥିବା ମୟୂରଭଞ୍ଜ ଜିଲ୍ଲାର ୨୦ ଜଣ ଛାତ୍ରଛାତ୍ରୀମାନଙ୍କୁ ଆଣିବା ନିମନ୍ତେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ମେ ୧ରେ ଯାଇଥିବା ସ୍ୱତନ୍ତ୍ର ବସ…