ବୌଦ୍ଧ ରକ୍ତ ଭଣ୍ଡାରରେ ରକ୍ତଦାନ ଶିବିର 

ହରଭଂଗା/ ପ୍ରତାପ ମେହେର: କୋରନା ପରିସ୍ଥିତି କୁ ଆଖି ଆଗରେ ରଖି ଆଜି ରେଡକ୍ରସ୍ ଦିବସ ଅବସରରେ ବୌଦ୍ଧ ରକ୍ତ ଭଣ୍ଡାର ରେ ଏକ  ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ୟୁଥ୍ ରେଡ୍ କ୍ରସ୍ ବୋୖଦ୍ଧ ଜାତୀୟ ଯୁବ ପ୍ରକଳ୍ପ ମିଳିତ ଆନୁକୁଲ୍ୟରେ ଆୟଜିତ ହୋଇଥିଲା । ଜିଲ୍ଲାପାଳ ଶ୍ରୀ ଲଲାଟେନ୍ଦୁ ମିଶ୍ର…

ସାଇକେଲରେ ବାରାଣସୀରୁ ଗଞ୍ଜାମ ଯାତ୍ରା: ରାସ୍ତାରେ ଅଟକାଇ କ୍ୱାରାଣ୍ଟାଇନ୍‌ରେ ରଖିଲା ବନହରପାଲି ପୋଲିସ

 ଝାରସୁଗୁଡା/ଲଖନପୁର(ପ୍ରଶନ୍ନ କୁମାର ସିଂହ)- ସାରା ବିଶ୍ୱରେ ମହାମାରୀ କରୋନା ଆଲୋଡନ ସୃଷ୍ଟି କରିଛି। ଏହି ସଂକ୍ରମଣକୁ ନିୟନ୍ତ୍ରଣ କରିବାପାଇଁ ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି ରହିଛି। ଏଥିମଧ୍ୟରେ ଯାନବାହାନ ବନ୍ଦ ରହିଛି। ଏଭଳି ସ୍ଥିତିରେ ପ୍ରବାସୀ ଓଡିଆମାନେ ନିଜ ରାଜ୍ୟକୁ…

ମାଲବୋଝେଇ ଗାଡି ଧକ୍କା ୧ ମୃତ ୨ ଗୁରୁତର 

ସମ୍ବଲପୁର(ରମାକାନ୍ତବିଶ୍ବାଳ ): ସମ୍ବଲପୁର ଜ଼ିଲ୍ଲା ଜମନକିରା ପଂଚାୟତ ସମିତି କାର୍ଯ୍ୟାଳୟ ସମ୍ଭୁଖ କଦଳୀମୁଣ୍ଡା ଛକରେ ଆଜି ଏକ ମାଳ ବୋଝଇ ଗାଡି ଭାରସାମ୍ୟ ହରାଇ ଛିଡା ଥିବା ୩ ଜଣଙ୍କୁ ଧକ୍କା ଦେବା ଫଳରେ ୧ ଜଣଙ୍କ ମୃତ୍ୟୁ ହୋଇଛି l ଅନ୍ୟ ୨ ଜଣ  ଗୁରୁତର ଆହତ ହୋଇ ବୁର୍ଲାରେ ଚିକିତ୍ସିତ…

ସଙ୍ଗରୋଧ କେନ୍ଦ୍ରରେ ଜଣେ ପ୍ରବାସୀ ଓଡ଼ିଆଙ୍କ ମୃତ୍ୟୁ

ପୋଲସରା/ଡ଼ଃ କୁମୁଦ ଚନ୍ଦ୍ର ବେହେରା: ପୋଲସରା ବ୍ଲକ ଅନ୍ତର୍ଗତ ଢୁଙ୍କାପଡ଼ା ଗ୍ରାମର ଗୁପ୍ତେଶ୍ଵର ନୋଡାଲ ବିଦ୍ୟାପୀଠର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଙ୍ଗରୋଧରେ ରହିଥିବା ଜଣେ ପ୍ରବାସୀ ଓଡ଼ିଆଙ୍କ ହଠାତ ମୃତ୍ୟୁ ଘଟିଥିବା ଜଣାପଡିଛି। ଗତ ତିନିଦିନ ପୂର୍ବେ ପୋଲସରା ବ୍ଲକ ମଧୂପଲ୍ଲୀ ଗ୍ରାମର…

୫%ଙ୍କ ପାଇଁ ନିନ୍ଦିତ ସିନା, ୫%ଙ୍କ ଭଲ କାର୍ଯ୍ୟପାଇଁ ପ୍ରଶଂସିତ ପ୍ରବାସୀ 

ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା ଗଞ୍ଜାମ ଜିଲ୍ଲା ଜଗନ୍ନାଥପୁର ରେଳ ଷ୍ଟେସନରୁ ବସରେ ଆସି ରାତ୍ର ୨ ଘଣ୍ଟାରେ ୭୫ ଜଣ ପ୍ରବାସୀ ଓଡ଼ିଆ ପହଞ୍ଚିଲେ ବୁଗୁଡା ବ୍ଲକର ତାଳସାକାର ଗ୍ରାମ ମହମାୟୀ ହାଇ ସ୍କୁଲର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ। ୫୯ ଜଣ ପୁରୁଷ,୯ ଜଣ ମହିଳା ଓ ୭ ଜଣ ଶିଶୁଙ୍କୁ…

ବିରୋଧୀ ଦଳ ନେତାଙ୍କ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର : ପଶ୍ଚିମ ଓଡିଶା ପ୍ରମୁଖ ଜିଲ୍ଲାର କରୋନା ଭୂତାଣୁ ଚିହ୍ନଟ ପରୀକ୍ଷା…

ଭୂବନେଶ୍ୱର(ଶାସକ ପ୍ରଶାସକ) : ସମ୍ବଲପୁର ସମେତ ପଡୋଶୀ ଝାରସୁଗୁଡା, ଦେବଗଡ, ବରଗଡ, ବଲାଙ୍ଗୀର, ସୋନପୁର ଓ କଳାହାଣ୍ଡି ଜିଲ୍ଲାକୁ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜଠାରେ ନୂତନ ଭାବେ କାର୍ଯ୍ୟକ୍ଷମ ହୋଇଥିବା କରୋନା ଭୁତାଣୁ ଚିହ୍ନଟ ପରୀକ୍ଷା କେନ୍ଦ୍ର ସହିତ ଯୋଡିବା ସହ ଏ…

ଓଡିଶା ଛତିଶଗଡ଼ ସୀମାରେ ଯାଞ୍ଚ କଡାକଡି

ଝାରବନ୍ଧ/ମନୋହର ଦାଶ :- ବର୍ତମାନ ତୃତୀୟ ପର୍ଯ୍ୟାୟ ଲକ ଡାଉନ ଚାଲିଥିବା ବେଳେ କରୋନା ଭାଇରସ ସଂକ୍ରମଣ କୁ ରୋକିବା ପାଇଁ ଆଗାମୀ ଏକ ମାସ ଗୁରୁତ୍ୱ ପୁର୍ଣ ଅଟେ।ଏଣୁ ବର୍ତ୍ତମାନ ଓଡିଶା ଛତିଶଗଡ଼ ସୀମା ରେ ଲୋକଙ୍କ ଯାତାୟତ ଗତିବିଧି କୁ କଡାକଡି ଭାବେ ଯାଞ୍ଚ କରା ଯାଉଛି ।ଏହି ପରି ପ୍ରେକ୍ଷୀ…

ରମଜାନଙ୍କ ପରିବାରଙ୍କୁ ଭେଟିଲେ ଉପଜିଲ୍ଲାପାଳ, ଯଥାସମ୍ଭବ ନିୟମାନୁମୋଦିତ ସହାୟତାର ଦେଲେ ପ୍ରତିଶ୍ରୁତି 

ବରଗଡ :- ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୁଆନ ପାଇକମାଲ ଅଂଚଳରେ କୋବିଡ଼ 19 ସମ୍ମନ୍ଧୀୟ ଅନୁଧ୍ୟାନ କରିବା ସମୟରେ ମାଣ୍ଡୋସିଲ ଗାଁରେ ବାସ କରୁଥିବା ଶେଖ ରମଜାନ କୁରେସି ଙ୍କର ପରିବାର କୁ ଭେଟିଥିଲେ ଓ ସେମାନଙ୍କର ଭଲ ମନ୍ଦ ବୁଝିଥିଲେ । ଉପଜିଲ୍ଲାପାଳ ତଥା ଗ୍ରାମର ଗିରିଷ…

ସୁନ୍ଦରଗଡ : ସାନପତ୍ରାପାଲି ୟୁପି ସ୍କୁଲ ଠାରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

ସୁନ୍ଦରଗଡ/ ହୋରାଚାନ୍ଦ ଦେଉରିଆ :  ସୁନ୍ଦରଗଡ଼ ସଦର ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ପୂର୍ବତନ ବିଧାୟକ ଶ୍ରୀ ଯୋଗେଶ କୁମାର ସିଂ ଙ୍କ ନିର୍ଦେଶ କ୍ରମେ   ବିଶ୍ୱ ରେଡ଼କ୍ରସ ଦିବସ ଉପଲକ୍ଷେ ଟାଙ୍ଗରପାଲି ବ୍ଲକର ସାନପତ୍ରାପାଲି ୟୁପି ସ୍କୁଲ ଠାରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ…