ପଦ୍ମପୁର ରେ କ୍ରାନ୍ତି ଦିବସରେ ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି
ପଦ୍ମପୁର : ଭାରତ ସ୍ୱାଧୀନତା ପୂର୍ବରୁ ୧୯୪୨ ମସିହା ଅଗଷ୍ଟ ୯ ତାରିଖ ଦିନ ଭାରତ ଛାଡ଼ ଆନ୍ଦୋଳନ ର ନାରା ରେ ସାରା ଭାରତ କୁ ଏକ କରି ନିଜର ଜୀବନ ମୃତ୍ୟୁ ବିଷୟରେ ନ ଭାବି ଦେଶମାତୃକା ପାଇଁ ନିଜର ଜଳାଞ୍ଜଳି ଦେଇ ମଧ୍ୟ ସ୍ବରାଷ୍ଟ୍ର କୁ ବ୍ରିଟିଶ କବଳ ରୁ ଛଡାଇବା ପାଇଁ ସ୍ୱାଧୀନତା ସଂଗ୍ରାମୀ…