ସାପ କାମୁଡାରେ ଜଣେ ଯୁବକ ମୃତ

ବୌଦ୍ଧ (ଶାସକ ପ୍ରଶାସକ) – ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ ବୀରନରସିଂହପୁର ଗ୍ରାମ ପଞ୍ଚାୟତ  ହାଟଗାଁ ଗ୍ରାମରେ ଏକ ବିଷଧର ସାପ କାମୁଡାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ହାଟଗାଁ ଗ୍ରାମର ନିରଞ୍ଜନ ମେଣ୍ଡିଲୀ ନାମକ ଜଣେ ଯୁବକ ଶନିବାର ରାତିରେ ଘରେ…

ଚବିଶି ଘଂଟାରେ ୬୨,୦୬୪ ଆକ୍ରାନ୍ତ, ଯାଇଛି  ୧,୦୦୭ ଜୀବନ 

ଆକ୍ରାନ୍ତଙ୍କ ସଂଖ୍ୟା ୨୨ ଲକ୍ଷ ଟପିଥିବା  ବେଳେ ସୁସ୍ଥ ହେଲେଣି ୧୫ଲକ୍ଷରୁ ଉର୍ଧ୍ଵ  ନୂଆଦିଲ୍ଲୀ (ଶାସକ ପ୍ରଶାସକ) ଆଜି ସାରା ଦେଶରେ ଗତ ୨୪ ଘଣ୍ଟା ଭିତରେ ୬୨,୦୬୪   କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ  ୧,୦୦୭  ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା …

ରାଜ୍ୟର ଆଇଟିଆଇଗୁଡିକୁ ଅସାମାନ୍ୟ ଜାତୀୟ ସଫଳତା: ଓଡ଼ିଶାର ଶିଳ୍ପ ପ୍ରଗତି ତଥା ଆର୍ଥିକ ବିକାଶ କ୍ଷେତ୍ରରେ ନୂଆ ମାଇଲ୍…

ଆମ ରାଜ୍ୟର ୧୧ଟି ଶିଳ୍ପ ତାଲିମ ପ୍ରତିଷ୍ଠାନ (ଆଇଟିଆଇ) ଭାରତରେ ଆଗୁଆ ଅନୁଷ୍ଠାନ ଭାବରେ ପରିଗଣିତ ହେବା ବଡ଼ ଖୁସିର ବିଷୟା ଏହି ଖୁସି ଅନୁଷ୍ଠାନଗୁଡ଼ିକରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଯେତିକି ଉତ୍ସାହଜନକ, ଅନୁରୂପ ଭାବରେ ପ୍ରତିଷ୍ଠାନର ଶିକ୍ଷକଶିକ୍ଷୟିତ୍ରୀମାନଙ୍କ ପ୍ରତି…

ଲଖନପୁର ଅଞ୍ଚଳରେ ରୋଗପୋକ ଆକ୍ରମଣ

ରିହାତି ମୂଲ୍ୟରେ କୀଟନାଶକ ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କ ଘୋଷଣା।  ଝାରସୁଗୁଡ଼ା :(ସୁଭାଷ ସହାରେ) / ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକରେ ୬ରୁ ୭ଟି ଗ୍ରାମପଞ୍ଚାୟତରେ ରୋଗପୋକ ଆକ୍ରମଣରୁ ବ୍ୟାପକ ମାତ୍ରାରେ ଫସସଲହାନୀ ହେବାର ଆଶଙ୍କାରେ ଚାଷୀମାନେ ଚିନ୍ତିତ। ଯଥେଷ୍ଟ ମାତ୍ରାରେ କୀଟନାଶକ…

ଝାରସୁଗୁଡ଼ାରେ କଂଗ୍ରେସର କ୍ରାନ୍ତି ଦିବସ ପାଳନ। 

ଝାରସୁଗୁଡ଼ା :(ସୁଭାଷ ସହାରେ) : ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ତରଫରୁ କଂଗ୍ରେସ ଭବନରେ କ୍ରାନ୍ତି ଦିବସ ପାଳିତ ହୋଇଯାଇଛି। ଏଥିରେ ଜିଲ୍ଲା କଂଗ୍ରେସର ସଭାପତି ଶ୍ରୀ ମହେନ୍ଦ୍ର ନାୟକ ଅଧ୍ୟକ୍ଷତା କରି ଦିବସର ମହତ୍ବ ଓ ବର୍ତ୍ତମାନ ପରିପ୍ରେକ୍ଷୀରେ କଂଗ୍ରେସ କର୍ମୀମାନଙ୍କ ଭୂମିକା ଉପରେ…

ବିରଳ ପ୍ରଜାତିର ପକ୍ଷୀ ଉଦ୍ଧାର

ବୌଦ୍ଧ (ଶାସକ ପ୍ରଶାସକ) :– ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କରଞ୍ଜକଟା ଗ୍ରାମରେ ଆଜି ଏକ ବିରଳ ପ୍ରଜାତିର ଚଢେଇ ଦେଖାଦେଇଛି । ଗ୍ରାମବାସୀଙ୍କଠାରୁ ଖବର ପାଇ ଚାରିଛକ ବନପାଳ ଏହି ବିରଳ ପ୍ରଜାତିର ପକ୍ଷୀକୁ ଉଦ୍ଧାର କରିଥିଲେ ଏବଂ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦେଇଥିବା ଜଣାପଡ଼ିଛି । ମିଳିଥିବା…

କାର୍ଯ୍ୟକ୍ରମ ରୂପାୟନରେ ସ୍ଥାଣୁତାକୁ ନେଇ ଅସନ୍ତୋଷ ଜାହିର କଲେ ସାଂସଦ

ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ସହ ସମୀକ୍ଷା ବୈଠକ  ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଲୋକସଭା ସାଂସଦ ଇଂ ବିଶ୍ୱେଶର ଟୁଡ଼ୁ ଆଜି ବାରିପଦା ପ୍ରଦକ୍ଷଣ ଗୃହରେ ଜିଲ୍ଲାର ବିଭିନ୍ନ ସମସ୍ୟାଗୁଡ଼ିକୁ ନେଇ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ନେଇ ଏକ ସମୀକ୍ଷା…

ଓଡିଶା-ମୋ ପରିବାର ଓ ଜୀବନ ବିନ୍ଦୁ ପାଇଁ ଦେବାଶିଷ ମହାନ୍ତି ଜିଲ୍ଲା ସଂଯୋଜକ 

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାରେ ଓଡିଶା -ମୋ ପରିବାର ଓ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ପରିଚାଳନା ନିମନ୍ତେ ବିଜେଡ଼ି ପକ୍ଷରୁ ନୂତନ ନିଯୁକ୍ତି ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଓଡ଼ିଶା କୃଷି ଶିଳ୍ପ ନିଗମ ତଥା ବିଜେଡ଼ିର ମୟୂରଭଞ୍ଜ ଜିଲ୍ଲା…

କୃଷି ଭିତିଭୂମି ପାଣ୍ଠି ଅଧୀନରେ ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ଉପକୃତ ହେବେ :କୃଷକମୋର୍ଚ୍ଚା

 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି କୃଷି ଭିତିଭୂମି ପାଣ୍ଠି ଅଧୀନରେ ୧ ଲକ୍ଷ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା ପ୍ରସଙ୍ଗ ଚାଷ ଓ ଚାଷୀଙ୍କ ହିତ ଦୃଷ୍ଟିରୁ ଏପରି ଏକ ଐତିହାସିକ ନିଷ୍ପତି ନେଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ପ୍ରଧାନମନ୍ତ୍ରୀ ସର୍ବଦା…

ମୋଦି ସରକାରଙ୍କ ପଦକ୍ଷେପ ଦେଶର କୃଷି ଶିଳ୍ପକୁ ତ୍ୱରାନ୍ୱିତ କରିବ – ଧର୍ମେନ୍ଦ୍ର ପ୍ରଧାନ

ପିଏମ୍ କିଷାନର ଷଷ୍ଠ କିସ୍ତି ଜାରି ଏବଂ ୧ ଲକ୍ଷ କୋଟିର କୃଷି ଭିତ୍ତିଭୂମି ପାଣ୍ଠିର ଶୁଭାରମ୍ଭ • ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ କୃଷି ମନ୍ତ୍ରୀ ଏନ.ସିଂ ତୋମାରଙ୍କୁ ଧନ୍ୟବାଦ ଦେଲେ • କୃଷି କ୍ଷେତ୍ରରେ ବ୍ୟାପକ ସଂସ୍କାର ଗ୍ରାମୀଣ ଅର୍ଥନୀତିକୁ ନୂଆ…