ସକାଲ ୯ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ କର୍ଫ୍ୟୁ 

ବଲାଙ୍ଗୀର (ନିରୋଜ ମିଶ୍ର) ଆସନ୍ତାକାଲି ସକାଲ ୯ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ କର୍ଫୁ । କର୍ଫୁ ଜୋନ- ରେଲୱେ ଷ୍ଟେସନ ଓ ନିକଟରେ ଥିବା ସଂପୁର୍ଣ ସାଲେପାଲି ଗାଁ । ରେଲୱେ ଷ୍ଟେସନ-ସୁଦପଡା-ବେହେରାପାଲି ରେଲୱେ ଓଭର ବ୍ରୀଜ ଦେଇ ପୁଇଁନ୍ତଲାକୁ ଯାଇଥିବା ରାସ୍ତା, ରେଲୱେ ଷ୍ଟେସନ ସାଲେପାଲି…

 ମାଣିତରା ସରପଂଚଙ୍କ ତ୍ୱରିତ ପଦକ୍ଷେପ ଏଡ଼ାଇଲା ଆଶଙ୍କିତ  ବିପଦ 

ସଙ୍ଗରୋଧ କେନ୍ଦ୍ରରେ ବାପାକୁ ଭେଟିଥିଲେ ପୁଅ : ପୁଅ ଓ ୩ ସାଙ୍ଗ ରହିଲେ ସଙ୍ଗରୋଧ କେନ୍ଦ୍ରରେ ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ବ୍ଲକର ପାଣିକେଶ୍ଵର ସ୍କୁଲ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଙ୍ଗରୋଧ ଗୃହରେ ମାଣିତରା ଗ୍ରାମର ଜଣେ ବ୍ୟକ୍ତି ରହିଥିବା ବେଳେ ସେହି ବ୍ୟକ୍ତିଙ୍କ…

କରୋନା ଆକ୍ରାନ୍ତ ଚି଼ହ୍ନଟ ପରେ ରାସ୍ତା ସିଲ

ହାଟଡିହି, / ମକରଧ୍ବଜ ଜେନା : କେନ୍ଦୁଝର ଜିଲ୍ଲା  ହାଟଡିହି ବ୍ଲକ ରେ ପୁଣି ଦୁଇ  କରୋନା ଆକ୍ରାନ୍ତ ଚି଼ହ୍ନଟ ପରେ ଲୋକ ମାନେ ଭୟ ଭୀତ ହୋଇ ପଡିଛନ୍ତି. ଆକ୍ରାନ୍ତ ଦୁଇ ବ୍ୟକ୍ତି ସୁରଟ ରୁ ଫେରି ପଞ୍ଚାୟତ କ୍ଵାରେଣ୍ଟାଇନ ରେ ଥିଲେ. ଜିଲାପାଳ ଆଶିଷ ଠାକରେ ଙ୍କ ନିର୍ଦେଶରେ  ଢେଙ୍କା ଓ…

ମହିଳାଙ୍କୁ ହତ୍ୟା ପରେ ରାତାରାତି ଶବଦାହ: ୨ ଗିରଫ

ଟିଟିଲାଗଡ , ସଇଁତଳା (ଗୌରବ ଦର୍ଜୀ)- ଜିଲା ସଇଁନ୍ତଳା ଥାନା ଟିକ୍ରାପଡା ଗ୍ରାମରେ ନିଜ ସ୍ତ୍ରୀ ସୁରେଖା (୩୫)ଙ୍କୁ  ମଙ୍ଗଳବାର ରାତିରେ ହତ୍ୟା ପରେ ରାତାରାତି ଶବଦାହ କରି ଦେଇଥିବା ଅଭିଯୋଗରେ ଗ୍ରାମର ତ୍ରୀଲୋଚନ ରାଜପଲିଆ (୪୫)ଓ ତାଙ୍କ ତାଙ୍କ ବାପା ନର୍ଭେରାମ ରାଜପଲିଆ (୭୦)ଙ୍କୁ ପୋଲିସ…

ଲଢେଇ ଅଧାରୁ ବଦଳିଲେ ମୋର୍ଚା ସେନାପତି : ଶକ୍ତି ଧରାଇ ନିକୁଞ୍ଜଙ୍କୁ ସ୍ୱାସ୍ଥ୍ୟରୁ ଅବ୍ୟାହତି 

ଭୁବନେଶ୍ୱର : ଆଜି ଆଇଏଏସ ସ୍ତରରେ ଛୋଟିଆ ଅଦଳ ବଦଳ ହୋଇଛି | ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ ନିକୁଞ୍ଜ କିଶୋର ଧଳଙ୍କୁ ବଦଳାଯାଇ ତାଙ୍କୁ ଶକ୍ତି ବିଭାଗ ଦାୟିତ୍ୱ ଦିଆଯାଇଛି | ସେହିପରି କେନ୍ଦ୍ରୀୟ ଡେପୁଟେସନରୁ ଫେରି ସାଧାରଣ ପ୍ରଶାସନ ବିଭାଗରେ ଓଏସ୍ଡି ଥିବା ସନ୍ତୋଷ କୁମାର ଷଡ଼ଙ୍ଗୀଙ୍କୁ…

ଭୁବନେଶ୍ୱରରୁ ନୂଆଦିଲ୍ଲୀ ଅଭିମୂଖେ ଗଡ଼ିଲା ସ୍ୱତନ୍ତ୍ର ଏସି ଏକ୍ସପ୍ରେସ୍

କଡ଼ାକଡ଼ି ସୁରକ୍ଷା ଭିତରେ ୫୨୭ ଜଣ ଯାତ୍ରୀ ଏହି ସ୍ୱତନ୍ତ୍ର ଏସି ଟ୍ରେନରେ ଯାତ୍ରାକଲେ ।  ଅନ୍ୟାନ୍ୟ ଷ୍ଟେସନର ଥିବା ଯାତ୍ରୀଙ୍କୁ ନେଇ ସମୁଦାୟ ୯୧୬ଜଣ ଯାତ୍ରୀ ଯାତ୍ରା କରିବେ ।  ଥର୍ମାଲ୍ ସ୍କ୍ରିନିଂ ଓ ଉପଯୁକ୍ତ ସାମାଜିକ ଦୂରତ୍ୱର ନିୟମ କଡ଼ାକଡ଼ି ପାଳନ କରି ଚଢ଼ିବାକୁ ଦିଆଗଲା ଅନୁମତି…

ପୁଣି ଫେରିଲା କଳଙ୍କ : ଧରମ ଭାଇ ସାଜିଲା ସୈତାନ, ୭ ବର୍ଷ ପରେ ପୁଣି ଏକ ଗଣ ବଳାତ୍କାର ମାମଲା

 ଅନୁସୂଚିତ ଜାତିର ନାବାଳିକାକୁ ଗଣବଳାତ୍କାର ଅଭିଯୋଗ:  ୩ ଅଭିଯୁକ୍ତ ଯୁବକ ଗିରଫ ବାରିପଦା(ଦିଲ୍ଲୀପ ମହାନ୍ତି)- ପୁଣି ଫେରିଲା କଳଙ୍କ |  ସାତ ବର୍ଷର ବ୍ୟବଧାନ ପରେ ବାରିପଦା ସହରରେ ପୁଣି ଥରେ  ଗଣବଳାତ୍କାର ଭଳି ଏକ ଅମାନବୀୟ ମାମଲା ସାମନାକୁ ଆସିଛି । ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକ…

ବିଦ୍ୟୁତ ବିଭାଗର ଦାୟିତ୍ୱହୀନ କାର୍ଯ୍ୟ ପାଇଁ ଟଳି ପଡିଲା ଜଣଙ୍କ ଜୀବନ।

  ବାରିପଦା(ଦିଲ୍ଲୀପ ମହାନ୍ତି)- ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ଅକାଳରେ ଟଳି ପଡିଲା ଜଣେ ଯୁବକଙ୍କ  ଜୀବନ ।  ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅଧିନ ସଠିଲୋ ଗ୍ରାମରୁ । ମୃତ ଯୁବକ ଜଣକ ହେଉଛନ୍ତି ବେତନଟୀ ଥାନା ସଥିଲ ଗ୍ରାମର ନୀଳମଣି ସିଂ। ପ୍ରାପ୍ତ…

କୋଭିଡ ଯୋଦ୍ଧାଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ ।

ବାରିପଦା-(ଦିଲ୍ଲୀପ ମହାନ୍ତି) .-ମୟୁରଭଞ୍ଜ ଜିଲ୍ଲା  ଜଶିପୁର ଥାନା ଅନ୍ତର୍ଗତ ଯଶୀପୁର ବ୍ଲକରେ ଅଘଟଣ | କୌଣସି କାରଣ ଯୋଗୁଁ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରିଣୀ ପଦ୍ମଜା ଜେନାଙ୍କ ଆତ୍ମହତ୍ୟା । ବ୍ଳକର ଅନତି ଦୂରରେ ଥିବା  ଧୋବାଡିହାସ୍ଥିତ ଭଡା ଘର    ଫେନରେ ନିଜ ଓଢଣୀ ଲଗାଇ ଆତ୍ମହତ୍ୟା…

କନକତୁରା ନିକଟସ୍ଥ ଛତିଶଗଡ଼ର ରାୟଗଡ଼ ଜିଲ୍ଲା ସୀମା ତଦାରଖ କଲେ ବରଗଡ଼ ସାଂସଦ

ବନ୍ଧବାହାଲରୁ ପି.ଏମ୍.କେୟାର ଫଣ୍ଡ ପାଇଁ ଗ୍ରହଣ କଲେ ସହାୟତା ଅର୍ଥ  ଝାରସୁଗୁଡା-ଲଖନପୁର/ ପ୍ରସନ୍ନ କୁମାର ସିଂହ :  ସୋମବାର ଦିନ ବରଗଡ଼ ସ°ସଦ ଶ୍ରୀ ସୁରେଶ ପୂଜାରୀ, ଜିଲ୍ଲା ବିଜେପି ସଭାପତି ଶ୍ରୀ ମଙ୍ଗଳ ସାହୁ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଲକ୍ ଡାଉନ୍ ସମୟରେ ଲଖନପୁର ପଞ୍ଚାୟତ ସମିତିର…