ତାମିଲନାଡୁ ଓ ଆନ୍ଧ୍ର ପ୍ରଦେଶରୁ ଆସି ବଲାଙ୍ଗୀରରେ ଓହ୍ଲାଇଲେ ପ୍ରବାସୀ ଶ୍ରମିକ
ବଲାଙ୍ଗୀର/ ନିରୋଜ ମିଶ୍ର :- ତାମିଲନାଡୁ ଓ ଆନ୍ଧ୍ର ପ୍ରଦେଶରେ ଫସି ରହିଥିବା ଓଡିଶାର ବିଭିନ୍ନ ଜିଲ୍ଲାର ୧୦୦୦ ଜଣ ପ୍ରବାସୀ ଶ୍ରମିକ ଦୁଇଟି ସ୍ୱତନ୍ତ୍ର ଟ୍ରେନରେ ଆସି ବଲାଙ୍ଗୀର ରେଳ ଷ୍ଟେସନରେ ପହଂଚିବା ବ୍ୟବସ୍ଥା କରାଯାଇଛି । ପ୍ରଥମ ଟ୍ରେନ ତାମିଲନାଡୁର ର କୋଏମ୍ବାଟୁର ରେଳ ଷ୍ଟେସନରରୁ…