ଦମକଳ ଗାଡି ଆସିବା ବିଳମ୍ବ ହେଲା, ନିଜେ ଗଛ କାଟି ରାସ୍ତା ସଫା କଲେ ଥାନାଧିକାରିଣୀ ଲୋପାମୁଦ୍ରା
ବାରିପଦା(ଦିଲ୍ଲୀପ ମହାନ୍ତି):- ଉଦାହରଣ ସୃଷ୍ଟି କଲେ ମହିଳା ଥାନା ଅଧିକାରିଣୀ। ନିଜେ କୁରାଢ଼ି ଧରି ଗଛ କାଟି ରାସ୍ତା ସଫା କଲେ। ଯାହାକି ସାଧାରଣରେ ପ୍ରଶଂସା କରାଯାଇଛି। ରାସଗୋବିନ୍ଦପୁର ଆଇଆଇସି ଲୋପାମୁଦ୍ରା ନାୟକ ଆଜି ଅମ୍ଫାନ୍ କାରଣରୁ ଏହି ଅଞ୍ଚଳରେ ଭାଙ୍ଗି ପଡ଼ିଥିବା ଏକ ଗଛକୁ କାଟି…