ନାବାଳକ ଯୌନ ବ୍ୟଭିଚାର ମାମଲାରେ କେନ୍ଦ୍ରର ହସ୍ତକ୍ଷେପ।
ମୁଖ୍ୟ ସଚିବଙ୍କୁ ପତ୍ର ଲେଖିଲେ NCCPR ଅଧ୍ୟକ୍ଷ।
ଝାରସୁଗୁଡ଼ା :( ସୁଭାଷ ସହାରେ)- ଝାରସୁଗୁଡ଼ାର ଏକ ସେଲଟର ହୋମରେ ସଂସ୍ଥାପକଙ୍କ ଦ୍ବାରା ଆସିଥିବା ଯୌନ ନିର୍ଯାତନା ଘଟଣାକୁ ଗୁରୁତର ସହକାରେ ନେଇଛି କେନ୍ଦ୍ର । ଭାରତ ସରକାରଙ୍କ ଅଧୀନରେ ଥିବା ରାଷ୍ଟ୍ରୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ…